Nojoto: Largest Storytelling Platform

Best Iimc Shayari, Status, Quotes, Stories

Find the Best Iimc Shayari, Status, Quotes from top creators only on Nojoto App. Also find trending photos & videos about iimc full form, iimc delhi, iimc entrance exam, iimc hyderabad, iimc fees,

  • 1 Followers
  • 1 Stories

koushik lenka

ବୋଉ ଭୁଲି ଯାଇଥିବା ସ୍ୱପ୍ନର ନାଁ ହେଉଛି ଆଇ ଆଇ ଏମ୍ ସି || ସିଏ ମୋତେ କହିଛି; ଥରେ ନୁହଁ ଅନେକଥର, ତୋତେ ଏତେ ପାଠ ପଢ଼‌ଉଛି ଥରେ ମୋତେ ଟି.ଭି ରେ କାଢ଼ି ପାରୁନୁ? ବୋଉ କହେ ଚିହ୍ନା ଅଚିହ୍ନା ମଣିଷ ମାନଙ୍କ ଆଗରେ, ଚିଣ୍ଟୁ ଆଜି ଯାଏଁ ମୋ ଆଗରେ କେବେ ଜିଦ୍ କରିନି। #odiawritings #କବିତା #yqodia #Yqbhaina #Iimc #munodia #iimcdkl

read more
•••                    ବୋଉ ଭୁଲି ଯାଇଥିବା
ସ୍ୱପ୍ନର ନାଁ ହେଉଛି ଆଇ ଆଇ ଏମ୍ ସି ||
ସିଏ ମୋତେ କହିଛି; ଥରେ ନୁହଁ ଅନେକଥର,
ତୋତେ ଏତେ ପାଠ ପଢ଼‌ଉଛି
ଥରେ ମୋତେ ଟି.ଭି ରେ କାଢ଼ି ପାରୁନୁ?

ବୋଉ କହେ ଚିହ୍ନା ଅଚିହ୍ନା ମଣିଷ ମାନଙ୍କ ଆଗରେ,
ଚିଣ୍ଟୁ ଆଜି ଯାଏଁ ମୋ ଆଗରେ କେବେ ଜିଦ୍ କରିନି।


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile