Nojoto: Largest Storytelling Platform

Best Sambhabana Shayari, Status, Quotes, Stories

Find the Best Sambhabana Shayari, Status, Quotes from top creators only on Nojoto App. Also find trending photos & videos about sambhabana mohanty and rrahul sudhir, sambhabana mohanty instagram, sambhabana mohanty family, sambhabana mohanty birthday, sambhabana mohanty age,

  • 1 Followers
  • 1 Stories

Adyasha Priyadarshini D

------ସ୍ୱପ୍ନ ଆଉ ସମ୍ଭାବନା------ ରାତି ଆସେ ଜହ୍ନ କୁ ନେଇ, ତନ୍ଦ୍ରା ଆସେ ମନରେ ଭାବନା ନେଇ, ଆଉ ନିଦ ଆସେ ମୁଠା ମୁଠା ସ୍ୱପ୍ନ ନେଇ । ଆଖି ବନ୍ଦ ରଖେ ମୁଁ, ଖୋଲିଲେ କାଳେ ସ୍ୱପ୍ନ ସବୁ ବହିଯିବ ଆଖି ରୁ, ଲୋତକ ଧାରେ ହୋଇ । #poem #yourquote #yqbaba #yqdidi #boostthyself #yopowrimo #ଜୀବନ #yqodia #Yqbhaina #ସକାଳ #Sambhabana #munodia

read more
------ସ୍ୱପ୍ନ ଆଉ ସମ୍ଭାବନା------

ରାତି ଆସେ ଜହ୍ନ କୁ ନେଇ,
ତନ୍ଦ୍ରା ଆସେ ମନରେ ଭାବନା ନେଇ,
ଆଉ ନିଦ ଆସେ ମୁଠା ମୁଠା ସ୍ୱପ୍ନ ନେଇ ।
ଆଖି ବନ୍ଦ ରଖେ ମୁଁ,
ଖୋଲିଲେ କାଳେ ସ୍ୱପ୍ନ ସବୁ ବହିଯିବ ଆଖି ରୁ,
ଲୋତକ ଧାରେ ହୋଇ ।
ହେଲେ ସକାଳ ଯେବେ ଆସେ,
ସୁନେଲି କିରଣ ର ଛୁଆଁ ରେ,
ଆଖି ମୋର ଖୋଲିଯାଏ, ଆଉ ନ ଡରି।
ଶୁଣିଛି କାଳେ,
ସକାଳ ଆସେ ଆଶା ର ଆଲୋକ ହୋଇ ।
ଆଲୋକ ଯେ ଆଣେ ସମ୍ଭାବନା,
ସବୁ ସ୍ୱପ୍ନ ସତ କରିବାକୁ,
ଜୀବନକୁ ହାତ ମୁଠା ରେ ଭରିବାକୁ ।
ଆଉ ଶିଖାଏ,
ବଞ୍ଚିବାର ନୂଆ କାରଣ ଖୋଜିବାକୁ । ------ସ୍ୱପ୍ନ ଆଉ ସମ୍ଭାବନା------

ରାତି ଆସେ ଜହ୍ନ କୁ ନେଇ,
ତନ୍ଦ୍ରା ଆସେ ମନରେ ଭାବନା ନେଇ,
ଆଉ ନିଦ ଆସେ ମୁଠା ମୁଠା ସ୍ୱପ୍ନ ନେଇ ।
ଆଖି ବନ୍ଦ ରଖେ ମୁଁ,
ଖୋଲିଲେ କାଳେ ସ୍ୱପ୍ନ ସବୁ ବହିଯିବ ଆଖି ରୁ,
ଲୋତକ ଧାରେ ହୋଇ ।


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile