Nojoto: Largest Storytelling Platform

Best ଚରିତ୍ର Shayari, Status, Quotes, Stories

Find the Best ଚରିତ୍ର Shayari, Status, Quotes from top creators only on Nojoto App. Also find trending photos & videos about ନାରୀ ଚରିତ୍ର, ଚରିତ୍ର,

  • 1 Followers
  • 4 Stories
    PopularLatestVideo

Subhasish Pradhan

#ନାରୀ #ଚରିତ୍ର #Yqbhaina #yqodia #Odiaquotes #pinta_quote

read more
ନାରୀ ର ଶାଳୀନତା ତାକୁ ମାତା ସୀତା କରିଥାଏ।
ଆଉ, ତାର ଗର୍ବ ତାକୁ କୈକେୟୀ କରିଦିଏ।

ଗୋଟିଏ କାହାଣୀର ଦୁଇଟି ଚରିତ୍ରପରି। #ନାରୀ #ଚରିତ୍ର #yqbhaina #yqodia #odiaquotes #pinta_quote

Subhasish Pradhan

ସତରେ ଜୀବନ ରଙ୍ଗମଞ୍ଚଟିଏ। ଯାହାର ମୁଖ୍ୟ ଭୂମିକା "ଚରିତ୍ର" ହିଁ ଚିତ୍ରିତ କରିଥାଏ। ଚରିତ୍ର ଯିଏ ରଂଗହୀନ ହେଇ ବି ତା' ରଙ୍ଗରେ ରେ ସମସ୍ତଙ୍କୁ ରଙ୍ଗେଇ ଦେଇଥାଏ। ସେମିତି ଶବ୍ଦର ରଙ୍ଗରେ Suraj ଆଉ ମୁଁ କିଛି ସମୟ ରଙ୍ଗେଇ ହେଇଯାଇଥିଲୁ। Suraj. ଚରିତ୍ରର ଚିତ୍ର..... ରଙ୍ଗୀନ କେତେବେଳେ ପୁଣି କେତେବେଳେ ପାଣି ଭଳି ଫିକା #yqodia #yqconversations #ଚାରିତ୍ରଚିତ୍ରଣ #କଥୋପକଥନ

read more
"ଚରିତ୍ର ରହସ୍ୟମୟ"

              କିଛି କଥା କିଛି ଭାବନା ସତରେ ଜୀବନ ରଙ୍ଗମଞ୍ଚଟିଏ। ଯାହାର ମୁଖ୍ୟ ଭୂମିକା "ଚରିତ୍ର" ହିଁ ଚିତ୍ରିତ କରିଥାଏ।
ଚରିତ୍ର ଯିଏ ରଂଗହୀନ ହେଇ ବି ତା' ରଙ୍ଗରେ ରେ ସମସ୍ତଙ୍କୁ ରଙ୍ଗେଇ ଦେଇଥାଏ।

ସେମିତି ଶବ୍ଦର ରଙ୍ଗରେ Suraj ଆଉ ମୁଁ କିଛି ସମୟ ରଙ୍ଗେଇ ହେଇଯାଇଥିଲୁ।

Suraj. ଚରିତ୍ରର ଚିତ୍ର.....
ରଙ୍ଗୀନ କେତେବେଳେ ପୁଣି କେତେବେଳେ ପାଣି ଭଳି ଫିକା

Subhasish Pradhan

#ଚେହେରା #ଚରିତ୍ର #yqodia #Yqbhaina

read more
ସୁନ୍ଦର ଚେହେରା କେବେ ବି ଚରିତ୍ରର ଢ଼ାଲ ହେଇନଥାଏ। #ଚେହେରା #ଚରିତ୍ର #yqodia #yqbhaina

Subhasish Pradhan

#ଚରିତ୍ର #yqodia #Yqbhaina #munodia #odiakavita #pinta_quote

read more
ଚରିତ୍ର👥

ଅବିବେକି ମନକୁ କେତେ ବୁଝେଇବି..?
ମଦିରା ରେ ମସଗୁଲ ଚରିତ୍ରକୁ କେତେ ବର୍ଣାଳିବି..?
ଧଳାର ପୋଷାକ ତଳେ କଳା ହୃଦୟର କାହାଣୀ ବହୁତ,
ଧଳା କଳାର ଖେଳ କେତେ ଆଉ ଖେଳିବି..?
ସସମ୍ମାନେ ଝୁଲୁଅଛି ମହାତ୍ମାଙ୍କ ଚିତ୍ର ସ୍ମିତହାସ୍ୟ ଦେଇ ମାର୍ବଲ କାନ୍ଥରେ,
ନିତି ବଳାତ୍କାର ହୁଏ ତାଙ୍କ ଆଦର୍ଶର ଏଠି ଆଙ୍ଗୁଳିର ଘର୍ଷଣରେ,
ସତ୍ୟ ଧର୍ମ ନ୍ୟାୟ ଅନ୍ଧାରରେ ଦିଗହରା ହେଇ ବିଲୁପ୍ତ ହେଲେଣି
ତାଙ୍କ ସଂଘର୍ଷର କାହାଣୀ କେତେ ଯେ ଲେଖିବି..? #ଚରିତ୍ର #yqodia #yqbhaina #munodia #odiakavita #pinta_quote


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile