Nojoto: Largest Storytelling Platform

ମଣିଷ ମୁଁ ଏଇତ ମୋର ବାସ୍ତବତା ତିଳତିଳ ହେଇ ଜଳିବା ପାଇଁ

ମଣିଷ ମୁଁ
ଏଇତ ମୋର ବାସ୍ତବତା
ତିଳତିଳ ହେଇ ଜଳିବା ପାଇଁ
    ଜୀବନପଥରେ ମୋ ସମୟ ଶସ୍ତା....
ସବୁ ଏଠି ମାୟା 
କ୍ଷଣିକରେ ସବୁ ପାଲଟେ ଧୂଆଁ 
ଲୋଡ଼ାଅଲୋଡ଼ାର ଲୁଡୋ ଖେଳରେ
ଦାନା ହେଇ ମୁଁ ହେଇଛି ଠିଆ....
ମଣିଷ ମୁଁ 
ଏଇ ମୋର ବାସ୍ତବତା
ମହଙ୍ଗା ଦୁନିଆଁର ମୁକ୍ତ ଆକାଶେ
ସଙ୍କୁଚିତ ମୋ ଜୀଇଁବା ରାସ୍ତା....

  #loveD #LastDay #jibanajamunarejuarauthere
ମଣିଷ ମୁଁ
ଏଇତ ମୋର ବାସ୍ତବତା
ତିଳତିଳ ହେଇ ଜଳିବା ପାଇଁ
    ଜୀବନପଥରେ ମୋ ସମୟ ଶସ୍ତା....
ସବୁ ଏଠି ମାୟା 
କ୍ଷଣିକରେ ସବୁ ପାଲଟେ ଧୂଆଁ 
ଲୋଡ଼ାଅଲୋଡ଼ାର ଲୁଡୋ ଖେଳରେ
ଦାନା ହେଇ ମୁଁ ହେଇଛି ଠିଆ....
ମଣିଷ ମୁଁ 
ଏଇ ମୋର ବାସ୍ତବତା
ମହଙ୍ଗା ଦୁନିଆଁର ମୁକ୍ତ ଆକାଶେ
ସଙ୍କୁଚିତ ମୋ ଜୀଇଁବା ରାସ୍ତା....

  #loveD #LastDay #jibanajamunarejuarauthere