Nojoto: Largest Storytelling Platform
debasishrout1747
  • 28Stories
  • 70Followers
  • 215Love
    617Views

debasish rout

#loveD

  • Popular
  • Latest
  • Video
8401f501d1d95d60707b29e3fbaa233b

debasish rout

ଯେଉଁଠି ଖାକିରେ ହୁଏ ଶାନ୍ତି ସ୍ଥାପନ
  ଧଳା ଖଦଡ଼ରେ ଲୁଣ୍ଠନ....
ସେଠି ଚିତ୍କାରର ମୂଲ୍ୟ ମିଛ ନିର୍ଦ୍ଧାରଣ
   କେବଳ ହେଡଲାଇନରେ ସୁଶାସନ....
#loveD

©debasish rout #changetheworld
8401f501d1d95d60707b29e3fbaa233b

debasish rout

ନେତା କରିବେ ରାଜନୀତି 
ବଳିଦାନ ଦେବ ସେନା....
ଗୋଟେପଟେ କଠୋର କାର୍ଯ୍ୟାନୁଷ୍ଠାନ ହେବ 
ଅନ୍ୟପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବି
ଏଇ ବିବୃତିରେ ଶ୍ରଦ୍ଧାଞ୍ଜଳି 
ଶାସକ ବିରୋଧୀଙ୍କର ଏକ ପୁରୁଣା ଅଭ୍ୟାସ
ଏକ ଚମତ୍କାର ବାହାନା....
#loveD

©debasish rout #IndianArmy
8401f501d1d95d60707b29e3fbaa233b

debasish rout

Wo poochte hai hum kyon likhte hai....
abb unko kaise bataye
janaw ,khali sa ek Dil hai 
uska gujara ho jata hai....
#loveD

©debasish rout #Books
8401f501d1d95d60707b29e3fbaa233b

debasish rout

ତାକୁ ଦରକାର ଥିଲା ଜହ୍ନ....
ସେଥିପାଇଁ ସିଏ ସନ୍ତୁଷ୍ଟ ନ ଥିଲା
  ଭାଙ୍ଗି ଚାଲିଥିଲା
   ଗୋଟେ ପରେ ଗୋଟେ ମନ....

#loveD

©debasish rout #steps
8401f501d1d95d60707b29e3fbaa233b

debasish rout

ମୁଁ ସେବେ ତାର ମନେପଡେ
ଯେବେ ଫେସବୁକରେ ମୋ ଫୋଟୋରେ 
ଆଉ କେଉଁ ଝିଅର କମେଣ୍ଟ ସେ ପଢେ.....
ମୁଁ ସେବେ ତାର ମନେପଡେ 
ଯେବେ 
ମୋ ଗାଁ ଦେଇ ସେ ତା ଗାଁ ଆଡ଼କୁ ବଢେ...
ମୁଁ ସେବେ ତାର ମନେପଡେ 
ଯେବେ ମୋବାଇଲରେ କଣ୍ଟାକ୍ଟ ଲିଷ୍ଟ ଆଡ଼ଉ ଆଡ଼ଉ
 ମୋ ନମ୍ବର ତା ନଜରରେ ପଡେ...

ମୁଁ ଏତିକିରେ ଖୁସି 
ଆଉ
ଏଇଟା କେବଳ ମୋ ଭାଗର ଖୁସି
ସେ ମାନୁ କି ନ ମାନୁ
ତାର ଇଚ୍ଛା ଥାଉ କି ନଥାଉ
କେବେ କହୁଥିଲା  ଭୁଲିଗଲାଣି ବୋଲି
ହେଲେ
 ମୁଁ କେବେକେବେ ମନେପଡେ....

#loveD

©debasish rout #WatchingSunset
8401f501d1d95d60707b29e3fbaa233b

debasish rout

tum nari nari karte jao
purush dhaka khata jaye..
har wo samaj jo divide n rule khel raha hai
insaaniyat wahan kya khak jiyega.... #alonesoul
8401f501d1d95d60707b29e3fbaa233b

debasish rout

दीवारों को ताड़ना, खिड़कियों से झांकना
अब यही सिलसिला जारी है....
तब थे चुपचाप उनके सामने
अब कहने को तो बात कई सारे है....
जमकर हो रहा है गुफ्तगू रात भर तन्हाईओं के साथ 
खुद से बात करते करते  अरसा बीत गया है....
कभी थे महफ़िल मैं भटके
अब सन्नाटों के घेरे है....
खुद में खुद को दफना दे
ये दर्द इतने गहरे है....

#loveD #darkness
8401f501d1d95d60707b29e3fbaa233b

debasish rout

ଭାବ ଶୂନ୍ୟ, ଭାଷା ବି ଶୂନ୍ୟ
ସ୍ୱପ୍ନ ଶୂନ୍ୟ,ଆଶା ବି ଶୂନ୍ୟ
କଳ୍ପନା ଶୂନ୍ୟ, କାହାଣୀ ବି ଶୂନ୍ୟ
ରଙ୍ଗ ଶୂନ୍ୟ, ଛବି ବି ଶୂନ୍ୟ...
ଯେବେ ତୋ ଚାହାଣୀ ଶୂନ୍ୟ, ମୋ ନଜର ବି ଶୂନ୍ୟ
ଯେବେ ତୋ ଚେହେରା ଶୂନ୍ୟ ସେବେ ମୁଁ ଇନ୍ଦ୍ରିୟ ଶୂନ୍ୟ....

#loveD #love_makes_life

#findingyourself
8401f501d1d95d60707b29e3fbaa233b

debasish rout

ବହି ....
ଯଦି ଏବେ ତୋ ପ୍ରତି ଜାଗିଥିବା ଦୁର୍ବଳତା ସେବେ ଥାନ୍ତା
ଅବା 
ସେବେ ଯାହା ପାଇଁ ଥିଲା ଆକର୍ଷଣ ସେ ଏବେ ଥାନ୍ତା

ଏ ଜୀବନ ....
ଧେତ୍....ଏତେ କଣ ଦୁର୍ବିସହ ହେଇଥାନ୍ତା !!!

#loveD #reading
8401f501d1d95d60707b29e3fbaa233b

debasish rout

ଏ କେଉଁ ରାଗର ଝଲକ 
ଅବା ପ୍ରେମର ପ୍ରତୀକ
ବର୍ଷାର ମାଟି ସହ 
ଏ କି ଅଜବ ସଂପର୍କ !!!!

#loveD #flood
loader
Home
Explore
Events
Notification
Profile