Nojoto: Largest Storytelling Platform

White "ଯାଜ୍ଞସେନୀ ଆଉ ମାଟିର ମହକ" ଯାଜ୍ଞସେନୀ ଏଠି ଗାଁ ଦ

White "ଯାଜ୍ଞସେନୀ ଆଉ ମାଟିର ମହକ"
ଯାଜ୍ଞସେନୀ ଏଠି ଗାଁ ଦାଣ୍ଡ 
ଭିଜା ମାଟିର ମହକ 
ଘ୍ରାଣରେ ନିଜ ନାସିକାକୁ 
          ନେବା ବଦଳେ ଘୂରୀବୁଲେ,
ଆଜି ଘଞ୍ଚ ଅରଣ୍ୟରେ 
            ଜୀବନ କବିତା ପାଇଁ ||
ହେଲେ ମହାବଳ
 ଆଜି ଲୋଟେ ଗୋଧୂଳିରେ,
              ମାନବ ରକତ ପାଇଁ,
ଅବଶ୍ୟ ଏଥିପାଇଁ ମନୁଷ୍ୟ 
            ଶତପ୍ରତିଶତ ଦାୟୀ,
କହିଁକିନା,
       କାଟିକୁଟି ଅରଣ୍ୟ ତାଙ୍କ ବସତି 
ମନୁଷ୍ୟ, 
   ଆଜି କରେ ତାଙ୍କ ସ୍ଥାନରେ ଜନବସତି,
ଜୀବନ କବିତା ଖୋଜି ପାଇବା ସଂକେତଟା ପାଇବା ସହଜ ନୁହଁ,
ସେଇଟା ପୁରା 
ଡାହା ମିଛ ସହ ସମାନ ll
ଫେରିଆସ ଯାଜ୍ଞସେନୀ ଫେରିଆସ,
ଆଉ ନୂଆ କରି ଜୀବନ ଆରମ୍ଭ 
କର ପୁଣି ଥରେ!!!

©Jay Parida
  #sad_shayari