Find the Best ଇରୋଟିକ୍ Shayari, Status, Quotes from top creators only on Nojoto App. Also find trending photos & videos aboutଇରୋଟିକ୍,
Gauranga
a-person-standing-on-a-beach-at-sunset hgdhmcdyih burho hee ©Gauranga #SunSet
Kalpalata Kanungo
ଜୀବନ...ବାସ୍ତବ ର ରଙ୍ଗ ରେ ସଜେଇ ହୋଇଥିବା ଏକ ଛଦ୍ମ ବେଶୀ ପ୍ରହେଳିକା.. ଏହାକୁ ବୁଝିବା.. ଏହାକୁ ଜିଇଁ ବା.. କେବେ ଯନ୍ତ୍ରଣା ର ଜୁଈ ତ ..କେବେ ଛଳନା ର ବାଲିସ୍ତୁପ,, କେବେ ସୁଖ ର ମୃଗ ତୃଷ୍ଣା.. କେବେ ଲୁହର ନଈ ତ କେବେ.. ମିଛ ଆଶା ଓ ଆଶ୍ୱାସନା ର ସିନ୍ଦୁକ,, ତଥାପି ମଣିଷ... ବଞ୍ଚିବାର ପାଚେରୀ ଭିତରେ ବୁଣି ଚାଲେ ସ୍ୱପ୍ନ ର ବଗିଚା... ଏଠି କେବେ ପତ୍ର ଝଡ଼ାପୃଥିବୀ ତ...ପୁଣି କେବେ ଦୂର ଦିଗନ୍ତ ରୁ ସବୁଜ ସୌନ୍ଦର୍ଯ୍ୟର ଦୃଶ୍ୟ.. ସବୁ ଅଦ୍ଭୁତ ଏଠି...ବାସ୍ତବ ନାଁ ରେ ଅବାସ୍ତବତାର ସ୍ପର୍ଶ.............. ଖୁଵ ନିଆରା... ହଁ,,ଖୁଵ ନିଆରା.... ©Kalpalata Kanungo ନିଆରା ପୃଥିବୀ
ନିଆରା ପୃଥିବୀ
read moreKalpalata Kanungo
White ଆଉ କିଛି ବାଟ ମୋତେ ଲୁହ ଲାଳ ହୋଇ ଚାଲିବାର ଅଛି...,, ଜଣା ନାହିଁ କେତେ ବାଟ...ତଥାପି ଚାଲୁଛି,, କିନ୍ତୁ ଜଣା ଅଛି ମୋତେ....ଏ ଜନ୍ମ ସରୁ ସରୁ ମୋତେ ଅପେକ୍ଷା କରିଛି... ମୋ ପୁଣ୍ୟ ର ସୁନ୍ଦର ମହଲ..,, ପ୍ରେମ ପାରିଜାତରେ ଭରା ସୁଗନ୍ଧମୟ ବେଳାଭୂମି...,, ସେଠି ଅପେକ୍ଷା ରତ ..ମୋ ମନର ମଣିଷ,, ଦିବ୍ୟ ଆଭାରେ ଶୋଭିତ ତନୁ ମନ.. ସ୍ୱାଗତର ଅପେକ୍ଷାରେ ନିଶ୍ଚିତ ସେ 'ମୋର',, ମୁଁ ମଧ୍ୟ ଆତୁର.. ଆମ ଦୁଇ ଜଣଙ୍କର ଅମୃତମୟ ମହାମିଳନ କୁ...,, ନାହିଁ ଛନ୍ଦ... ନାହିଁ କପଟ.. କେବଳ ଅସୁମାରୀ ପ୍ରେମର ପ୍ରତୀକ୍ଷା ରେ... ସେ ଓ ମୁଁ....,, ଐଶ୍ୱରୀୟ ସତ୍ତା ରେ ଦୁଇଟି ମନ ର ମହୋଦଧି ତୀରେ... ଯୁଗ ଯୁଗ ପାଇଁ ଲୀନ ହେବାକୁ.... ଏହା ନିଶ୍ଚିତ... ହଁ,,ନିଶ୍ଚିତ.... ©Kalpalata Kanungo #good_night ❣️"ଏହା ନିଶ୍ଚିତ"❣️
#good_night ❣️"ଏହା ନିଶ୍ଚିତ"❣️
read moreRajguru
White ଦୁନିଆକୁ ବୁଝିବା ପୂର୍ବରୁ ଦୁନିଆ ବୁଝେଇ ଦେଲା। ©Rajguru #Sad_shayri #ଦୁନିଆ
#Sad_shayri #ଦୁନିଆ
read moreRajguru
White 🩶ସ୍ବପ୍ନ🤍 ଏକ ଅବାସ୍ତବ ଦୁନିଆ ଯେଉଁଠି ପ୍ରେମ ଭଲପାଇବା ସୁଖ ଶାନ୍ତିର ଏକ ମିଛିମିଛିକା ପରିକଳ୍ପନା, ଜୀବନକୁ ଜିଇଁବାର ଏକ ନୂଆ ସମ୍ଭାବନା। ©Rajguru #sad_shayari #dream #swapna