Nojoto: Largest Storytelling Platform

କିଛି ଲୋକ ବଢିଆ ଅଭିନୟ କରନ୍ତି ଆମ ନିଜର ନ ହୋଇ ଆମ ନିଜର ହ

କିଛି ଲୋକ ବଢିଆ ଅଭିନୟ କରନ୍ତି ଆମ ନିଜର ନ ହୋଇ ଆମ ନିଜର ହେବାର ବାହାନା ଖୋଜନ୍ତି ହେଲେ ସମୟ କହିଦିଏ କିଏ ନିଜର ଆଉ କିଏ ସେ ପର

©Diptimayee Nayak
  #ମୋମନରକଥା #ଅଭିନୟ #ଲୋକ #brockenheart #odiawritings #odia #viral #treanding

#ମୋମନରକଥା #ଅଭିନୟ #ଲୋକ #brockenheart #odiawritings #odia #viral #treanding #ଚିନ୍ତାଧାରା

27 Views