Find the Best ଚିନ୍ତାଧାରା Shayari, Status, Quotes from top creators only on Nojoto App. Also find trending photos & videos aboutଚିନ୍ତାଧାରା, ମତଏବଂଚିନ୍ତାଧାରା, ସମାଜରଚିନ୍ତାଧାରା,
Urmia jena
Google Ram ram jay siya ram ©Urmia jena #Manmohan_Singh_Dies
ଶ୍ରଦ୍ଧାଶିଷ୍......
White ଆଗ୍'ରୁ- ଜାନ୍ ଯାଉ ହେଲେ ମାନ୍ ଥାଉ.... ଆର୍ ଇଜତ୍ ଥାଇ ମର୍'ମି ବଏଲେ ରହେବା ନାଆଁ ର୍ ଭାଉ। ଇ ଜମାନା ରେ- ମାନ୍ ଗଲେ ପଛେ ଯଉରେ ବୁଆ ଜୀବନ୍'ଟା ମୋର୍ ଥାଉ, ଜିବନ୍ ଥିଲେ ପଏସା ବଲେ କମାମି ଗୁର୍ଦୁ ଭାଉ, ଯାର୍ ପଏସା ସେ ନ ରଜା , ଯେ ଯାହା ହଉଛେ ହଉ....। ©ଶ୍ରଦ୍ଧାଶିଷ୍...... ଜାନ୍ କି ମାନ୍
ଜାନ୍ କି ମାନ୍
read moreUrmia jena
White ଯେତିକି ସମୟ ମିଳୁଛି ତାକୁ ଖୁସିରେ ବିତେଇ ବାକୁ ଚେଷ୍ଟାକର କାହିକୀନା ଏ ଜୀବନକୁ ଟିକେ ବି ଭରଷା ନାହିଁ ©Urmia jena #Bhai_Dooj
Urmia jena
Unsplash ସବୁ କଥାକୁ ଯଦି ହୃଦୟରେ ନବ ତାହେଲେ ଜୀବନ ସାରା କାନ୍ଦୁଥିବ ଯିଏ ଯେମିତି ତା ସହିତ ସେମିତି ବେବହାର କର ©Urmia jena #library
Urmia jena
Unsplash ସୁଖରେ ହଉକି ଦୁଃଖରେ ହଉ ହସରେ ହଉକି ଲୁହରେ ହଉ. ସୋପ୍ନରେ ହଉକି ସତରେ ହଉ ସବୁଥୀରେ ତୁ ଥା ମୋ ହାତ ଧରି ଚାଲୁଥା, ©Urmia jena #lovelife
ଶ୍ରଦ୍ଧାଶିଷ୍......
ନୀରବତା.... ଭାଷା ତାର ଅନେକ ଥାଏ , ହସିହସି ସେ ବହୁତ୍ କିଛି କହିଯାଏ, କିନ୍ତୁ ସଭିଙ୍କର ସେ କ୍ଷମତା ନଥାଏ ତା ଭାଷା ବୁଝିବାକୁ.... ତା ସ୍ୱର ଶୁଣିବାକୁ..... ଯେ ଅନ୍ୟ ହୃଦୟର ବେଦନାକୁ ନିଜେ ଅନୁଭବି ନିଏ.... କେବଳ ସେ ହିଁ ସମର୍ଥ ହୋଇଥାଏ.... ନୀରବତାର ଭାଷାକୁ ବୁଝି ତା ଲିପିକୁ ନିଜ ହୃଦୟ ପ୍ରଚ୍ଛଦପଟରେ ଲେଖିଦେବା ପାଇଁ....... ©ଶ୍ରଦ୍ଧାଶିଷ୍...... ନୀରବତା
ନୀରବତା
read more