ପହିଲି ପରସେ ତୁମ ଖିଲି ଖିଲି ହସ ସାଦାସିଧା ମନକୁ ମୋ କରୁଚ ବେହୋସ ବିନା ଫଗୁଣରେ ଫଗୁ ରଂଗେ ରଂଗାଉଛ ବିନା ଶିଶିରେ କାକର ବିନ୍ଦୁରେ ମନେ କେତେ ଆଶାର କିରଣ ସଂଚାରୁଛ !! ©Rajguru #LoveSeason #Rajguru #nojolove vikash kumar happy new year 2022