Nojoto: Largest Storytelling Platform
rajguru7213
  • 290Stories
  • 399Followers
  • 4.3KLove
    2.4LacViews

Rajguru

ବାସ୍ତବ ନୁହଁ ନୂତନ ସମ୍ଭାବନା✍️

  • Popular
  • Latest
  • Repost
  • Video
d794c779e0b90839bf0f8b75723d64b7

Rajguru

White  
🧑‍💼- ବେଳେବେଳେ ଏମିତି ହୁଅନ୍ତା ! ସବୁ କିଛି ଛାଡ଼ି ବହୁଦୂରକୁ ଚାଲିଯାଆନ୍ତେ ତୁମେ ଆଉ ମୁଁ । ନିରୋଳାରେ କେତେ ଗପନ୍ତେ, 
ମୋ କୋଳରେ ମୁଣ୍ଡ ରଖି କେତେ ଅଭିମାନର କଥା କୁହନ୍ତ
 ଆଉ ମୁଁ ଅବୋଧ ଶିଶୁଟେ ପରି ସବୁ ଶୁଣନ୍ତି | 
ସତରେ କେତେ ଭଲ ହୁଅନ୍ତା  !❤️!
👰- ଧେତ୍, ତମେ ବି ନା  !❤️!

©Rajguru #love_shayari #ରାଜଗୁରୁ #rajguru

#love_shayari #ରାଜଗୁରୁ #rajguru #ପ୍ରେମ

d794c779e0b90839bf0f8b75723d64b7

Rajguru

White  ପଶ୍ଚିମ ଆକାଶେ ସୂର୍ଯ୍ୟାସ୍ତ ମୂହୁର୍ତ୍ତ 
ବିଷାଦର କଇଁ ଫୁଟେ 
ଲିଭିଯାଉଥିବା ହୃଦୟ ଦ୍ଵୀପ 
ବିରହ ଘୃତେ ଜଳିଉଠେ।।

©Rajguru #sad_quotes #ରାଜଗୁରୁ #ରାଜଗୁରୁ  pramodini Mohapatra  Nishant Soni  gaTTubaba  m raj. g  The Janu Show

#sad_quotes #ରାଜଗୁରୁ #ରାଜଗୁରୁ pramodini Mohapatra Nishant Soni gaTTubaba m raj. g The Janu Show #SAD

d794c779e0b90839bf0f8b75723d64b7

Rajguru

#ପ୍ରେମ_ଟିକେ_ଅଗଲା_ପ୍ରକାର

💞"ସ୍ଵାଭିମାନ ବନାମ ଜିଦ୍"💔
ସେଦିନ ତା' ସହ ଦେଖା ହେଲା କାଫେ ୪୪ ରେ। 
ଶୀତ ତାପ ନିୟନ୍ତ୍ରିତ ଗୋପନୀୟତା ରଖିପାରୁଥିବା ଗୋଲ୍ ଟେବୁଲ୍। 
ଆଉ ମହମବତୀ ର ଭ୍ରମ ସୃଷ୍ଟି କରୁଥିବା ଚାଇନା ଲାଇଟ୍।
ଟେବୁଲ୍ ର ଦୁଇ ଅପର ପାର୍ଶ୍ଵରେ ସେ ଆଉ ମୁଁ।
ସେ ମୋ ପାଇଁ ଆସିଥିଲା କି ମୁଁ ତା' ପାଇଁ ସେଠାକୁ ଯାଇଥିଲି 
ସେଇଟା ଗୋଟେ ଅଧା ଦେଖା ସ୍ଵପ୍ନ ଯାହାକୁ ନା ସତ ଭାବିହେବ ନା ଠିକ୍ ରେ ମନେ ପକାଇ  
ଭୁଲି ହୋଇପାରିହେବ । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତା'ର ଆଉ ମୋର ଏ ଭେଟଘାଟ।କିଛି ସମୟ ତଥାପି ୨୦ରୁ ୨୫ମି. ର ନୀରବତା। 
ନୀରବତା କ'ଣ ଯେ ସେ ତା' ଜିଦ୍ ରେ ଅଟଳ ଆଉ ମୁଁ ମୋ ପୌରୁଷ ପଣିଆର ଆତ୍ମସ୍ୱାଭିମାନ । କେହି କାହାକୁ କିଛି କହିବାକୁ ଯେମିତି ଜ୍ୟୋତିଷ ଗଣନା କରିବାକୁ ହେବ।ପାଖାପାଖି ୩୦ମିନିଟ୍ ପରେ ବାଧ୍ୟ ହୋଇ ପଚାରିଲି, 
"କିଛି କହିବ ନା ସେମିତି ନିଜ ଜିଦ୍ ସହ ସେମିତି ଅତୁଟ ବନ୍ଧନର ରହିଥିବ  ?
ଆଉ ପ୍ରତିଉତ୍ତର ଆସିଲା,"ହୁଁ"ହୁଁ କ'ଣ ଯେ, କଥା କହି ପାରୁନ କି? ମୁଁ ଓଡିଆ ରେ ପଚାରୁଛି ଆଉ ତୁମେ ଓଡିଆ ରେ କୁହ।ପୁଣି ସେଇ ହୁଁ।କ'ଣ କିଛି କହିବ ନା ମୁଁ ପଳେଇବି, 
ଏଥର ଓଡ଼ିଆ ଭାଷାରେ ଆଉ ଦୁଇଟି ଅକ୍ଷର ଯୋଡ଼ି ହେବା ପରି ଉତ୍ତର ଆସିଲା ''।
ସ୍ଵାଭିମାନ କୁ ବଞ୍ଚେଇ ଉଠିବାକୁ ଭାବୁଥିଲି କିନ୍ତୁ ଏ ଅବୁଝା ମନଟା ଜମା ମାନିଲା ନାହିଁ, 
ହୁଁ ରୁ ଜାଣିନି ର ସଫଳତାକୁ ବଡ଼ ଭାବି ବସି ରହିଲି ।
ବେଶ୍ କିଛି ସମୟ ଏମିତି ଜାଣିନି, ହୁଁ, କୁହ କହିବ କି ନାହିଁ ର 
ଏ ଭିଡ଼ ଭିତରେ, ନିର୍ଯ୍ୟାସ ସେ ଜିଦ୍ ରେ ଉଠିକି ନିଜ ରାସ୍ତାରେ ଆଉ 
ମୋ ସ୍ଵାଭିମାନ କୁ ମୁଣ୍ଡେଇ ମୋ ରାସ୍ତାରେ। 
ଟେବୁଲ୍ ରେ ଥୁଆ ହୋଇଥିବା ବିଚରା ମେନୁ କାର୍ଡ ଟା ନିଜର 
ଅର୍ଧାଂଶ କୁ ତ୍ୟାଗୀ ଦେଇଥିଲା ସ୍ଵାଭିମାନ ଆଉ ଏ ଜିଦ୍ ର ବିଶ୍ବଯୁଦ୍ଧରେ।

©Rajguru #love #ego #ରାଜଗୁରୁ
d794c779e0b90839bf0f8b75723d64b7

Rajguru

White କୁଞ୍ଜବନେ ନାଚୁଥିଲା
ରାଧା ରାଧା ଡାକୁଥିଲା 
ସେ ନନ୍ଦଲାଲାର ପିଲା 
କହ୍ନେଇ ବଇଁଶୀବାଲା

©Rajguru #କ୍ରିଷ୍ଣା #krishna

#କ୍ରିଷ୍ଣା #Krishna #ଚିନ୍ତାଧାରା

d794c779e0b90839bf0f8b75723d64b7

Rajguru

White ପ୍ରେୟସୀ ଷୋଡ଼ଶୀ ଆଗୋ ମୋ ନୟନଧାରା 
ତୁମେ ହିଁ ମୋ ଜୀବନ ପ୍ରମୁଖ ସରଗ ଅପସରା

©Rajguru #karwachouth
d794c779e0b90839bf0f8b75723d64b7

Rajguru

White ସମୟ ବଦଳେ 
ଋତୁ ବି ବଦଳେ 
କିନ୍ତୁ ତୁମେ କେବେ ବଦଳିବ ନାହିଁ।
କଥା ଦିଅ ମୋତେ 
ସବୁ ପ୍ରତିକୂଳ ପରିସ୍ଥିତି ରେ 
ହାତ ମୋ ଛାଡ଼ିବ ନାହିଁ।।

©Rajguru #Sad_Status
d794c779e0b90839bf0f8b75723d64b7

Rajguru

White ହସ ତା ରକ୍ତଜବା 
ଦେଖି ରୂପ ସର୍ବେ ଆବା କାବା 
ତା ରାଗ ଦେଖିକି ଜହ୍ନ ବି ତେଢ଼ା 
ଝିଅ ସେ ପୁରା ଗେଡ଼ା

©Rajguru #sunset_time
d794c779e0b90839bf0f8b75723d64b7

Rajguru

White ସମୁଦ୍ର କୂଳରେ ତରଙ୍ଗାୟିତ ତନୁ ମନ
ତୁମ ପରସ ପାଇବାକୁ କଲି ଯେବେ ସମର୍ପଣ।।

©Rajguru #Couple
d794c779e0b90839bf0f8b75723d64b7

Rajguru

White ପ୍ରେୟସୀ ଷୋଡ଼ଶୀ ଆଗୋ ମୋ ନୟନଧାରା 
ତୁମେ ହିଁ ମୋ ଜୀବନ ପ୍ରମୁଖ ସରଗ ଅପସରା

©Rajguru #love_shayari
d794c779e0b90839bf0f8b75723d64b7

Rajguru

White ସେ ଡାକିଲା 
ଆଉ ମୁଁ ଚାହିଁଦେଲି
ହେଲେ
ସେ ଥିଲା ଭିନ୍ନ ଏକ ଭ୍ରମୀୟ ସୁଖ
କେବଳ କ୍ଷଣିକ ପାଇଁ ଆସିଥିଲା
କାରଣ ଏ ନିଷ୍ଠୁର  ସମୟ ଆଗରେ
କୌଣସି ହାତ ବି କାହାକୁ
ଜାବୁଡ଼ି ଧରିରଖିପାରେନା ||

©Rajguru #ନିଷ୍ଠୁର #ରାଜଗୁରୁ

#ନିଷ୍ଠୁର #ରାଜଗୁରୁ #ଚିନ୍ତାଧାରା

loader
Home
Explore
Events
Notification
Profile