Nojoto: Largest Storytelling Platform

ପହିଲି ପରସେ ତୁମ ଖିଲି ଖିଲି ହସ ସାଦାସିଧା ମନକୁ ମୋ କରୁଚ

ପହିଲି ପରସେ ତୁମ ଖିଲି ଖିଲି ହସ
ସାଦାସିଧା ମନକୁ ମୋ କରୁଚ ବେହୋସ
ବିନା ଫଗୁଣରେ ଫଗୁ ରଂଗେ ରଂଗାଉଛ
ବିନା ଶିଶିରେ କାକର ବିନ୍ଦୁରେ
ମନେ କେତେ ଆଶାର କିରଣ ସଂଚାରୁଛ !!

©Rajguru #LoveSeason #Rajguru #nojolove  DiyaBaati Gajendra Sethi technically classic vikash kumar happy new year 2022 Anya Maurya

rajguru7213

Rajguru

Bronze Star
New Creator