Nojoto: Largest Storytelling Platform

# ମାଗିଥିଲି ତତେ ଜହ୍ନ ରାତି ହେଲେ ଦେଲ | English Shayar

ମାଗିଥିଲି ତତେ ଜହ୍ନ ରାତି ହେଲେ
ଦେଲୁ ନିଦାଘର ତାତି
ସେଇ ତାତିରେ ମୋ ଜଳିଗଲା ସ୍ବପ୍ନ
ସବୁ ମିଛ ପ୍ରତିଶୃତି।।ବେଳାଭୂମି
#Belabhumi

ମାଗିଥିଲି ତତେ ଜହ୍ନ ରାତି ହେଲେ ଦେଲୁ ନିଦାଘର ତାତି ସେଇ ତାତିରେ ମୋ ଜଳିଗଲା ସ୍ବପ୍ନ ସବୁ ମିଛ ପ୍ରତିଶୃତି।।ବେଳାଭୂମି #Belabhumi

27 Views