Nojoto: Largest Storytelling Platform

Best Belabhumi Shayari, Status, Quotes, Stories

Find the Best Belabhumi Shayari, Status, Quotes from top creators only on Nojoto App. Also find trending photos & videos about belabhumi hotel puri, belabhumi nivas puri odisha, belabhumi nivas puri, belabhumi puri, belabhumi high school,

  • 1 Followers
  • 8 Stories

Bela Bhumi (Poet)

ଯେବେ ଝଲ୍କେ ଝର୍କା ଡିଆଁ ପବନରେ ଭାସି ଆସେ କାହା ଖୋଲା କବରୀ ମହକ, ସବୁକିଛି ପ୍ରତ୍ୟେୟରେ ରହିଯାଏ ନିଶ୍ୱାସରେ ଛୁଆଁ ଲାଗେ ତୁମକଥା ଭାବି ବସେ ସାରା ରାତିଯାକ।। ତପନ ଦୀକ୍ଷିତ(ବେଳା ଭୂମି) #Belabhumi

read more
ଯେବେ ଝଲ୍କେ 
ଝର୍କା ଡିଆଁ ପବନରେ ଭାସି ଆସେ 
କାହା ଖୋଲା କବରୀ ମହକ, 
ସବୁକିଛି ପ୍ରତ୍ୟେୟରେ ରହିଯାଏ 
ନିଶ୍ୱାସରେ  ଛୁଆଁ ଲାଗେ  
ତୁମକଥା ଭାବି ବସେ ସାରା ରାତିଯାକ।।
ତପନ ଦୀକ୍ଷିତ(ବେଳା ଭୂମି)

©Bela Bhumi (Poet) ଯେବେ ଝଲ୍କେ 
ଝର୍କା ଡିଆଁ ପବନରେ ଭାସି ଆସେ 
କାହା ଖୋଲା କବରୀ ମହକ, 
ସବୁକିଛି ପ୍ରତ୍ୟେୟରେ ରହିଯାଏ 
ନିଶ୍ୱାସରେ  ଛୁଆଁ ଲାଗେ  
ତୁମକଥା ଭାବି ବସେ ସାରା ରାତିଯାକ।।
ତପନ ଦୀକ୍ଷିତ(ବେଳା ଭୂମି)
#Belabhumi

Bela Bhumi (Poet)

ନିତି ରାତି କେଉଁ ବିଜନ ପ୍ରହରେ ତୁମେ ମୋ ଅଦେଖା ଛୁଆଁ ଯେଉଁ ଛୁଆଁରେ ମୁଁ ନିଇତି ତରଳେ ଡାକିବି ପାରେନି ଆ ..... ତୁମେ ସ୍ୱପ୍ନ ଶିଳାରେ ସ୍ୱପ୍ନିଳ ଅଭିସାର ମୁଁ ସ୍ୱପ୍ନ ବିଭୋର ଅସମ୍ପୂର୍ଣ୍ଣ ବାସନାର, ତୁମେ ନିହାଣ ମୁନରେ ଶିଳ୍ପୀ ମନର ବ୍ୟଥା #Shayari #Rishta #Belabhumi

read more
ନିତି ରାତି କେଉଁ ବିଜନ ପ୍ରହରେ ତୁମେ ମୋ ଅଦେଖା ଛୁଆଁ 
ଯେଉଁ ଛୁଆଁରେ ମୁଁ ନିଇତି ତରଳେ ଡାକିବି ପାରେନି ଆ ..... 
ତୁମେ ସ୍ୱପ୍ନ ଶିଳାରେ 
ସ୍ୱପ୍ନିଳ ଅଭିସାର 
ମୁଁ ସ୍ୱପ୍ନ ବିଭୋର 
ଅସମ୍ପୂର୍ଣ୍ଣ ବାସନାର, 
ତୁମେ ନିହାଣ ମୁନରେ 
ଶିଳ୍ପୀ ମନର ବ୍ୟଥା 
ଭଗ୍ନ ଶିଳାର ଶିଳାଲେଖେ ମୁଁ ଯେ 
            ଅକୁହା ପ୍ରଣୟ ଗାଥା..... ।।ବେଳାଭୂମି

©Bela Bhumi (Poet) ନିତି ରାତି କେଉଁ ବିଜନ ପ୍ରହରେ ତୁମେ ମୋ ଅଦେଖା ଛୁଆଁ 
ଯେଉଁ ଛୁଆଁରେ ମୁଁ ନିଇତି ତରଳେ ଡାକିବି ପାରେନି ଆ ..... 
ତୁମେ ସ୍ୱପ୍ନ ଶିଳାରେ 
ସ୍ୱପ୍ନିଳ ଅଭିସାର 
ମୁଁ ସ୍ୱପ୍ନ ବିଭୋର 
ଅସମ୍ପୂର୍ଣ୍ଣ ବାସନାର, 
ତୁମେ ନିହାଣ ମୁନରେ 
ଶିଳ୍ପୀ ମନର ବ୍ୟଥା

Bela Bhumi (Poet)

#Belabhumi ଆଜି ପିଇବାକୁ ଦିଅ ଗୋ ସଜନୀ କାଲିକୁ ଦେଖିଛି କିଏ, କିଏ ବା କହିବ ଆସନ୍ତା କାଲିକୁ ସମୟଟା ଧୋକା ଦିଏ...।।ବେଳାଭୂମି

read more
बेलाभूमि..........

©Bela Bhumi (Poet) #Belabhumi 
ଆଜି ପିଇବାକୁ ଦିଅ ଗୋ ସଜନୀ କାଲିକୁ ଦେଖିଛି କିଏ, 
କିଏ ବା କହିବ ଆସନ୍ତା କାଲିକୁ ସମୟଟା ଧୋକା ଦିଏ...।।ବେଳାଭୂମି

Bela Bhumi (Poet)

शुभरात्री दोस्तों जिंदगी तो चलती रहती है, शिर्फ़ गीले रहजाते हैं कुछ शिक़वे और बफ़ाओमें झुके हुए सजदे, सायद कोई आये और आवाज दे कहीं से ...बेलाभूमि #Belabhumi

read more
Belabhumi....

©Bela Bhumi (Poet) शुभरात्री दोस्तों
जिंदगी तो चलती रहती है,
शिर्फ़ गीले रहजाते हैं कुछ शिक़वे और 
बफ़ाओमें झुके हुए सजदे,
सायद कोई आये और आवाज दे कहीं से ...बेलाभूमि
#Belabhumi

Bela Bhumi (Poet)

वह शाम सर्दथी थी कुछ तनहाइयाँ कुछ लम्हों के सरसराहट तेरी यादों की कुछ परछाईयाँ, सहर थी गुमसुम बीमार बीमार सा मौसम पास में बिख़िरी थी कुछ तेरे ही दर्द और तेरी ही दवाईया ।।बेलाभूमि #Shayari #Belabhumi

read more
वह शाम सर्दथी 
        थी कुछ तनहाइयाँ
कुछ लम्हों के सरसराहट 
तेरी यादों की कुछ परछाईयाँ,
सहर थी गुमसुम 
बीमार बीमार सा मौसम
पास में बिख़िरी थी कुछ 
तेरे ही दर्द और तेरी ही दवाईया ।।बेलाभूमि

©Bela Bhumi (Poet) वह शाम सर्दथी 
        थी कुछ तनहाइयाँ
कुछ लम्हों के सरसराहट 
तेरी यादों की कुछ परछाईयाँ,
सहर थी गुमसुम 
बीमार बीमार सा मौसम
पास में बिख़िरी थी कुछ 
तेरे ही दर्द और तेरी ही दवाईया ।।बेलाभूमि

Bela Bhumi (Poet)

''ପଲକ ନଇଁଲେ ପାଲିଙ୍କି ଆସିବ ମୁଁ ଥିବି ବରବେଶେ ସବାରିଟା ତୁମ ସଜ ହୋଇଥିବ ବାଟ ରହିଥିବ କୋଶେ, ସପନ ଫୁଲର ଗଜରାରେ ତୁମ ଓଢଣୀ ମହକୁ ଥିବ ପଲକେ ନିଦରେ ତୁମେ ଆସୁଥିବ କୁଆଁତାରା ବୁଡୁଥିବ'' ।। #Shayari #Belabhumi

read more

Bela Bhumi (Poet)

ତୁ ଯାଉଥିବୁ ବଧୂ ବେଶେ କାର ସୀମନ୍ତେ ସିନ୍ଦୁର ନାଇଁ ଋତୁ ହୋଇଥିବ କୁହୁଳା କୁହୁଳା ଜଳୁଥିବ ମୋର ଜୁଇ, ତୋ ଆଖିରେ ଥିବ ମିଳନ ପିପାସା ମଧୁବାସ ରାତି ପାଇଁ ଅନନ୍ତ ତୃଷ୍ଣା ମୋ ମେଣ୍ଟିଯାଇଥିବ ଧୂଆଁ କୁଣ୍ଡଳୀରେ ରହି।। #Shayari #Belabhumi

read more

Bela Bhumi (Poet)

ହୃଦୟର ଏଇ ନୀରବ ସଂଗୀତ ଯଦି ଶୁଣ କାନ ଦେଇ, ଏ ଛାତି ତଳର କମ୍ପନ କହିବ କେତେ ❤️ ଭଲ ପାଏ ମୁହିଁ ।।ବେଳାଭୂମି 😍 #Belabhumi

read more

Bela Bhumi (Poet)

ମାଗିଥିଲି ତତେ ଜହ୍ନ ରାତି ହେଲେ ଦେଲୁ ନିଦାଘର ତାତି ସେଇ ତାତିରେ ମୋ ଜଳିଗଲା ସ୍ବପ୍ନ ସବୁ ମିଛ ପ୍ରତିଶୃତି।।ବେଳାଭୂମି #Belabhumi

read more

Bela Bhumi (Poet)

तेरी आदत से इबादत ना कर मुझे .. में तो उड़ता हुआ एक परिन्दा हूँ ...।।बेलाभूमि ❤️ #Belabhumi

read more
loader
Home
Explore
Events
Notification
Profile