Nojoto: Largest Storytelling Platform

##ମୃତ୍ୟୁ ପରେ## ମୃତ୍ୟୁ ପରେ ସେ ଦୁନିଆ କେତେ ସୁନ୍ଦର କି

##ମୃତ୍ୟୁ ପରେ##

ମୃତ୍ୟୁ ପରେ ସେ ଦୁନିଆ
କେତେ ସୁନ୍ଦର କି ବିକଟାଳ
ଛଦ୍ମ ବେଶୀ ଇଶ୍ଵର ନ ଥିବେ
ବିକୃତ ଯମଦୂତମାନେ
ଦଣ୍ଡିତ କରିବାର ସ୍ପୃହା ଦେଖେଇ
ପାଛୋଟି ନେଉଥିବେ ସତ
ହେଲେ ପ୍ରେମ କରିବା
ଛଳନାରେ ନୁହଁ
କିମ୍ବା ପ୍ରେମ ରସ ପିଏଇ
ତୃପ୍ତ ଆନନ୍ଦ ଦେଉଥିବା 
ଦେବଦୂତ ନ ଥିବେ
ମୁଁ କହିବି ସେ ମୃତ୍ୟୁ ର ଦୁନିଆ
ଏ ମିଥ୍ୟା ରୂପୀ ସତ ଠାରୁ
ଢେର୍ ବାସ୍ତବତା ପୂର୍ଣ୍ଣ ଥିବ #yqbhaina#mrutyu#munodia#yqodia
##ମୃତ୍ୟୁ ପରେ##

ମୃତ୍ୟୁ ପରେ ସେ ଦୁନିଆ
କେତେ ସୁନ୍ଦର କି ବିକଟାଳ
ଛଦ୍ମ ବେଶୀ ଇଶ୍ଵର ନ ଥିବେ
ବିକୃତ ଯମଦୂତମାନେ
ଦଣ୍ଡିତ କରିବାର ସ୍ପୃହା ଦେଖେଇ
ପାଛୋଟି ନେଉଥିବେ ସତ
ହେଲେ ପ୍ରେମ କରିବା
ଛଳନାରେ ନୁହଁ
କିମ୍ବା ପ୍ରେମ ରସ ପିଏଇ
ତୃପ୍ତ ଆନନ୍ଦ ଦେଉଥିବା 
ଦେବଦୂତ ନ ଥିବେ
ମୁଁ କହିବି ସେ ମୃତ୍ୟୁ ର ଦୁନିଆ
ଏ ମିଥ୍ୟା ରୂପୀ ସତ ଠାରୁ
ଢେର୍ ବାସ୍ତବତା ପୂର୍ଣ୍ଣ ଥିବ #yqbhaina#mrutyu#munodia#yqodia