Nojoto: Largest Storytelling Platform
jyotshnasahoo1526
  • 3.5KStories
  • 28Followers
  • 12Love
    81Views

Jyotshna Rani Sahoo

Writer languages - Hindi, English,Odia Books-APABAHAKA (poetry Collection) MAMALI (Novel)

https://www.amazon.in/dp/B09NL2NN91/ref=cm_sw_r_awdo_navT_g_SKSQRY69WYTH6EPJHNZ4

  • Popular
  • Latest
  • Video
2f286d04426f37c2231be1dc1852cf0e

Jyotshna Rani Sahoo

#ନିଆଁ#

In caption ନିଜ ଭିତରେ ସେ ନିଆଁ ଧରି ରଖିପାରେ ପୁଣି ପାଉଁଶ ସାଇତି
କେତେ କିଏ ପୋଡ଼ା କାଠ ଧରି ଠିଆ ହୁଅନ୍ତି ନିଜେ କଙ୍କାଳ ସାଜି
ସେ ତ କେବେ ଚାହିଁ ନଥିଲା ନିଆଁ ହବାକୁ
ନିଆଁ କରିବାକୁ ତା ଆଖିର ଡୋଳା
ଲାଲ୍ ରଙ୍ଗର ନିଜ ଇଜ୍ଜତ ଭିତରେ କାହିଁ ତା' ରଙ୍ଗହୀନ ଜ୍ଵାଳା!

ସମସ୍ତେ ଦିନେ ଆସୁଥିଲେ ନିଜକୁ ଶୀତଳ କରେଇବାକୁ ତା ପାଖକୁ
ହେଲେ ଏତିକି ଖାଲି କହି ଦେଉଥିଲେ;

ନିଜ ଭିତରେ ସେ ନିଆଁ ଧରି ରଖିପାରେ ପୁଣି ପାଉଁଶ ସାଇତି କେତେ କିଏ ପୋଡ଼ା କାଠ ଧରି ଠିଆ ହୁଅନ୍ତି ନିଜେ କଙ୍କାଳ ସାଜି ସେ ତ କେବେ ଚାହିଁ ନଥିଲା ନିଆଁ ହବାକୁ ନିଆଁ କରିବାକୁ ତା ଆଖିର ଡୋଳା ଲାଲ୍ ରଙ୍ଗର ନିଜ ଇଜ୍ଜତ ଭିତରେ କାହିଁ ତା' ରଙ୍ଗହୀନ ଜ୍ଵାଳା! ସମସ୍ତେ ଦିନେ ଆସୁଥିଲେ ନିଜକୁ ଶୀତଳ କରେଇବାକୁ ତା ପାଖକୁ ହେଲେ ଏତିକି ଖାଲି କହି ଦେଉଥିଲେ; #yqodia

1 Love

2f286d04426f37c2231be1dc1852cf0e

Jyotshna Rani Sahoo

ସ୍ଵପ୍ନ ଅଧା ରହିଗଲା କି??

ଯିଏ ଆମ ନିସଙ୍ଗତା ରେ ଜଳୁଥିଲା ସେ କଣ ସବୁଦିନ ପାଇଁ ଲିଭି ପାରେ? ଅସମ୍ଭବ।

Something never holds an end, become heart by holding lifetime prosperity

Let's start to gather the flower of our memories and try to make a garden by magic. Don't worry,we all know magic.

ये अलविदा क्या होता है,हम यहीं जीते हैं और जिंदगी तक और बाद भी ये रिश्ता है। ଧିରେ ଧିରେ ନିଃସଂଗତା କାଇଁ ଆବୋରି ବସେ।ନିସଂଗତା ଠାରୁ ସମସ୍ତେ ଦୂରେଇ ଭାଗନ୍ତି,କିମ୍ବା ତାକୁ ନିଜେ ନିଜେ ଜାବୁଡ଼ି ଧରନ୍ତି।ହେଲେ ଟିକେ ସତର୍କ ରୁହନ୍ତୁ।ଯଦି କିଛି ଜାଳିବା ଭଳିଆ ନିଆଁ, ସେଇଟା ହେଉଛି ନିସଂଗତା।ଯଦି କିଛି ଜଳିବା ଭଳି ସଳିତା ସେଇଟା ମୁଁ କହିବି,ନଥିବା ପ୍ରେମର କବିତା କିମ୍ବା କାହାଣୀ। ଏଇ ମଞ୍ଚ ଜଳିଛି ନିଜେ ଅନେକଙ୍କ ହୃଦୟର ଜ୍ଵାଳା ରେ,ବୋଧେ ସେଥିପାଇଁ ଏବେ ଅସହ୍ୟ।ଯିଏ ଦେଇଥିଲା ସମ୍ପର୍କ, ସେ ପରିବାର!ପରିବାର ପରେ ଆଉ କିଛି ଅଛି କି?ହଁ ଅଛି ନା, ଏଇ ସମ୍ପର୍କର ମୂଳଦୁଆ!କେହି ଭାଙ୍ଗି ପାରିବେ ନାହିଁ ତାକୁ, ଏ ବିଶ୍ୱାସ ଅଛି ବୋଲି ମୁଁ ଲେଖୁଛି।ଯିଏ ନିସଂଗତା ର ସାଥୀ,ସେ ଏବେ ହୃଦୟରେ ର

ଧିରେ ଧିରେ ନିଃସଂଗତା କାଇଁ ଆବୋରି ବସେ।ନିସଂଗତା ଠାରୁ ସମସ୍ତେ ଦୂରେଇ ଭାଗନ୍ତି,କିମ୍ବା ତାକୁ ନିଜେ ନିଜେ ଜାବୁଡ଼ି ଧରନ୍ତି।ହେଲେ ଟିକେ ସତର୍କ ରୁହନ୍ତୁ।ଯଦି କିଛି ଜାଳିବା ଭଳିଆ ନିଆଁ, ସେଇଟା ହେଉଛି ନିସଂଗତା।ଯଦି କିଛି ଜଳିବା ଭଳି ସଳିତା ସେଇଟା ମୁଁ କହିବି,ନଥିବା ପ୍ରେମର କବିତା କିମ୍ବା କାହାଣୀ। ଏଇ ମଞ୍ଚ ଜଳିଛି ନିଜେ ଅନେକଙ୍କ ହୃଦୟର ଜ୍ଵାଳା ରେ,ବୋଧେ ସେଥିପାଇଁ ଏବେ ଅସହ୍ୟ।ଯିଏ ଦେଇଥିଲା ସମ୍ପର୍କ, ସେ ପରିବାର!ପରିବାର ପରେ ଆଉ କିଛି ଅଛି କି?ହଁ ଅଛି ନା, ଏଇ ସମ୍ପର୍କର ମୂଳଦୁଆ!କେହି ଭାଙ୍ଗି ପାରିବେ ନାହିଁ ତାକୁ, ଏ ବିଶ୍ୱାସ ଅଛି ବୋଲି ମୁଁ ଲେଖୁଛି।ଯିଏ ନିସଂଗତା ର ସାଥୀ,ସେ ଏବେ ହୃଦୟରେ ର

2 Love

2f286d04426f37c2231be1dc1852cf0e

Jyotshna Rani Sahoo

#ସ୍ବପ୍ନ - ୪#

(Read in caption) ଏତେଦିନ ମତେ ନିଦ ହେଇନି ଭଲରେ।ସେଥିପାଇଁ ବୋଧେ ଆଉ ସ୍ବପ୍ନ ଆଗଭଳି ଦେଖି ପାରୁନି।ମୋର ଅସହ୍ୟତା ହେଇପାରେ।ଏହା ପଛରେ କାରଣ ଅନେକ ଥାଇପାରେ।ସବୁକିଛି ତ କହି ହୁଏନି କିମ୍ବା ଲେଖି ହୁଏନି।ସେ ଯାମିନି ଆସୁନି ମୋ ସ୍ୱପ୍ନରେ।ମୁଁ ତ ଏଇ ଯାମିନୀ ସାଙ୍ଗରେ ସଂଘର୍ଷ କରି ପାରୁନି।ମୁଁ ଭାବୁଥିଲି ମୁଁ କ'ଣ ଏତେ ଅକ୍ଷମ?ସେ ଅସଭ୍ୟ ଭାଷା ବଦଳରେ ନିଜ ହାତକୁ ଶକ୍ତ କରି, ଦେଇପାରି ଥାଆନ୍ତି ଦୁଇ ଚାପୁଡ଼ା। ଧମକେଇ ପାରିଥାଆନ୍ତି ବାପା ମାଆ ପୋଲିସ୍ କହି।ମୁଁ ନୀରବ ରହିବା ପରେ କଣ ସେମାନଙ୍କ ଭିତରେ ଥିବା ଉନ୍ମାଦନା ନୀରବ ହେଇଯିବ?ଏସବୁ ଭିତରେ ସବୁଠୁ ବେଶି ବୟସ ସଭିଙ୍କ ପଛରେ ଗୋଡ଼ାଇ ଥାଏ।ମୁଁ କିନ୍ତୁ ନିଜକୁ ବୟସରୁ ଉର୍ଦ

ଏତେଦିନ ମତେ ନିଦ ହେଇନି ଭଲରେ।ସେଥିପାଇଁ ବୋଧେ ଆଉ ସ୍ବପ୍ନ ଆଗଭଳି ଦେଖି ପାରୁନି।ମୋର ଅସହ୍ୟତା ହେଇପାରେ।ଏହା ପଛରେ କାରଣ ଅନେକ ଥାଇପାରେ।ସବୁକିଛି ତ କହି ହୁଏନି କିମ୍ବା ଲେଖି ହୁଏନି।ସେ ଯାମିନି ଆସୁନି ମୋ ସ୍ୱପ୍ନରେ।ମୁଁ ତ ଏଇ ଯାମିନୀ ସାଙ୍ଗରେ ସଂଘର୍ଷ କରି ପାରୁନି।ମୁଁ ଭାବୁଥିଲି ମୁଁ କ'ଣ ଏତେ ଅକ୍ଷମ?ସେ ଅସଭ୍ୟ ଭାଷା ବଦଳରେ ନିଜ ହାତକୁ ଶକ୍ତ କରି, ଦେଇପାରି ଥାଆନ୍ତି ଦୁଇ ଚାପୁଡ଼ା। ଧମକେଇ ପାରିଥାଆନ୍ତି ବାପା ମାଆ ପୋଲିସ୍ କହି।ମୁଁ ନୀରବ ରହିବା ପରେ କଣ ସେମାନଙ୍କ ଭିତରେ ଥିବା ଉନ୍ମାଦନା ନୀରବ ହେଇଯିବ?ଏସବୁ ଭିତରେ ସବୁଠୁ ବେଶି ବୟସ ସଭିଙ୍କ ପଛରେ ଗୋଡ଼ାଇ ଥାଏ।ମୁଁ କିନ୍ତୁ ନିଜକୁ ବୟସରୁ ଉର୍ଦ #yqodia

0 Love

2f286d04426f37c2231be1dc1852cf0e

Jyotshna Rani Sahoo

#ନଥିବା ପ୍ରେମର କବିତା- ୬#

ପୂର୍ଣ୍ଣଚ୍ଛେଦ କୁ ମିଶେଇ ତୋଳିଲା କଙ୍କାଳ
ସେ ଗଢିଲା ଚେହେରା, ଖଞ୍ଜିଲା ଆଖି
ଖଞ୍ଜି ପାରୁନଥିଲା ହୃଦୟ ଗୋଟେ
ରାତିରାତି ବସି ବୋଳିଲା ବହଳିଆ ସିହାଇ
ଲଖେଇ ଦେଲା ହୃଦୟ।

ପ୍ରେମ ହେଲା ଧୀରେ ଧୀରେ
ପ୍ରେମିକ ଶବ୍ଦର ପାହାଚ ଗଢ଼େ
ସେ ଚଢ଼େ ଗୋଟେ ପରେ ଗୋଟେ
ସେ ଆସେ ଦିନରେ
ସେ ଥିଲେ ଜାଳି ପାରେନି ପ୍ରଖର ନିଦାଘ
ଯଦି କେବେ ସ୍ୱେଦ ବୁନ୍ଦା
ଆକୃତି ଗ୍ରହଣ କରେ
ସେ ବିଶୁଦ୍ଧ କରେ ବ୍ୟାକରଣ
ଗଢ଼େ ନଥିବା ପ୍ରେମର କବିତା
ସେ ଆସେ ପୁଣି ରାତିରେ
ଅଲଗା କରେ ଜହ୍ନକୁ ଜ୍ୟୋତ୍ସ୍ନା ଠାରୁ।

ଘୋର୍ ନିଦରେ ସେ ଘାରେ
ଅଧିକରଣ କରେ ତା ସତ୍ତା
ହଜେଇ ଦିଏ ତା ପତ୍ତା
ଆଖି ଖୋଲିଲେ ସେ ମିଳେନି ଏବେ
ଖୁବ୍ କରେ ଅନୁସନ୍ଧାନ
ଏଇ ତ ହାତରେ ହାତ ଛନ୍ଦେ
ତାକୁ ନିଜ କଥାରେ ବାନ୍ଧେ
ନିଜକୁ ଜଡେଇ ସାରିଲା ପରେ
ଗୋଟେ ଆତ୍ମାରେ
ସେ ଯେ ଆତ୍ମଲୀନ ହେଇଯାଏ। #yqodia
2f286d04426f37c2231be1dc1852cf0e

Jyotshna Rani Sahoo

#ନଥିବା ପ୍ରେମର କବିତା#

କବିତା ନଥାଇ ବି ହେଇପାରେ ପ୍ରେମ
ପ୍ରେମ ନଥାଇ କି ଲେଖି ହେବ କବିତା
ସେ ପ୍ରେମ କଲା,ଏକବାର ପ୍ରେମିକା ହେଇ
ନିରୁଦ୍ଦେଶ ହେଇଥିଲା ଶବ୍ଦ ଗୁଡ଼ିକ
ସେ ପ୍ରେମ କଲା ଶବ୍ଦକୁ ଭାବକୁ
ଶବ୍ଦ ଭିତରେ ସ୍ଵୀକାର
ଭାବ ମଧ୍ୟେ ଅଙ୍ଗୀକାର।

ତାକୁ କିନ୍ତୁ ଭୋଗିବାକୁ ପଡ଼େ ନାହିଁ
କେଉଁ ବିରହ ଜ୍ୱାଳା
ସେ ଜଳେ ନାହିଁ,କେଉଁ ଗୋଟେ 
ପ୍ରେମର ଶିଖା ହେଇ
ଆକୃତି ଗଢ଼େ ପ୍ରେମିକର
ଟିକେ ଖାପଛଡ଼ା ଲାଗିଲେ
ଗୋଟେ କମା ଲଗେଇ ଦିଏ
ଏମିତି ଲମ୍ବି ଚାଲେ ତା କବିତା।

ଆଉ ଏବେ ସେ କହୁନି
ନଥିବା ପ୍ରେମର କବିତା
ପ୍ରେମର ଆୟୁଷ ବି ଲମ୍ବେ
କଲମ ହୁଏ ଆୟୁଧ
ସେ ହୁଏ ଯୋଦ୍ଧା
ଯୁଦ୍ଧ କରେ ବାରମ୍ବାର ଭାବନା ସହ
କେବେ ବି କେହି ରୋକି ପାରିବେନି
ସେ ସେମିତି ଲେଖି ଚାଲିବ
ନଥିବା ପ୍ରେମର କବିତା
ଏକ ଅନ୍ତହୀନ ଆରମ୍ଭ ସହ। #yqodia
2f286d04426f37c2231be1dc1852cf0e

Jyotshna Rani Sahoo

#ନଥିବା ପ୍ରେମର କବିତା#

ସେ କହିଲା ପ୍ରେମ ଲେଖିଲେ
କମିଯାଏ ଟିକେ ଆବେଗ
ଏଇ ଯେମିତି ଲେଖିଦେଲେ ଦୁଃଖ
ହେଲେ,ପ୍ରେମ କମିବ ବୋଲି
କେମିତି ଛାଡ଼ିଦେବ
କବି ହେବାର ବଡ଼ ପଣିଆ?
ସେ ଆରମ୍ଭିଲା ନୂତନ ସ୍ତବକ
କେଉଁଠି ନଥିଲା ପ୍ରେମ
କେଉଁଠି ନଥିଲା ଏମିତିକି
ନଥିବା ପ୍ରେମର କବିତା
କବିତା ଆଖିରେ ଥିଲା ଲୁହ
କବି ଆଖିରେ ରକ୍ତ
ରକ୍ତ ଗୋଲାପ ଥିଲା ଶୁଷ୍କ।
ନଥିଲା ଫୁଲରେ ମହକ
ନଥିଲା ପ୍ରେମିକର ଚହକ
କବିତା ଦିନେ କାନ୍ଦୁ କାନ୍ଦୁ
ଫେଁ କିନା ହସିଥିଲା
ପ୍ରେମ ନଥାଇ କବିତା
ସତରେ ଭାରି ମଜାଳିଆ
ହେଲେ କବିତା ନୁହଁ
ଢେର୍ ଭଲ ଥିଲା
ତୋ ଏ ପ୍ରେମକୁ ବଞ୍ଚେଇ ରଖିବା ଠାରୁ
ନଥିବା ପ୍ରେମର କବିତା। #yqodia
2f286d04426f37c2231be1dc1852cf0e

Jyotshna Rani Sahoo

Five human values

Read in caption 


The most effective five human values such as Satya, Dharma Shanti, prema, ahimsha.

  - Satya; the power of accepting truth, following truth, fighting for truth calmly. Trust never let you down whatever may be the situations or circumstances.If you have committed a mistake then accept and tell that you will get respect later
The one who accept the mistake will be respected. To hide a truth we always tell more and more lie. Lie is the initial stage of sin. Having fear of sin is just equal to l

The most effective five human values such as Satya, Dharma Shanti, prema, ahimsha. - Satya; the power of accepting truth, following truth, fighting for truth calmly. Trust never let you down whatever may be the situations or circumstances.If you have committed a mistake then accept and tell that you will get respect later The one who accept the mistake will be respected. To hide a truth we always tell more and more lie. Lie is the initial stage of sin. Having fear of sin is just equal to l #yqbaba #Teaching

1 Love

2f286d04426f37c2231be1dc1852cf0e

Jyotshna Rani Sahoo

आसमान छूने की कोशिश जो करते हो
मुझे तो कोई आसमान नहीं दिखता
कुछ बादल कुछ बदला समा दिखता
मेरे अंदर भी वही बदलता मौसम दिखता
चलो कहीं ठहर जाते पत्थर की तरह
पानी सा बहना भी अब मैं नहीं चाहता। OPEN FOR COLLAB✨ #ATnaturebg59
• A Challenge by Aesthetic Thoughts! ✨

Collab with your soulful words.✨ 

• Must use hashtag: #aestheticthoughts 

• Please maintain the aesthetics.

OPEN FOR COLLAB✨ #ATnaturebg59 • A Challenge by Aesthetic Thoughts! ✨ Collab with your soulful words.✨ • Must use hashtag: #aestheticthoughts • Please maintain the aesthetics. #Inspiration #yqbaba #yqdidi #YourQuoteAndMine #yqaestheticthoughts

1 Love

2f286d04426f37c2231be1dc1852cf0e

Jyotshna Rani Sahoo

नहीं करना था याद जिनको
उनके लिए यादों के फ्रेम बनाए
पता नहीं तुम आशिक थे
या कोई स्टैचू बेरहम सा हो गए। OPEN FOR COLLAB✨ #ATdiarypicquoteframe
• A Challenge by Aesthetic Thoughts! ✨

Collab with your soulful words.✨ 

• Must use hashtag: #aestheticthoughts 

• Please maintain the aesthetics.

OPEN FOR COLLAB✨ #ATdiarypicquoteframe • A Challenge by Aesthetic Thoughts! ✨ Collab with your soulful words.✨ • Must use hashtag: #aestheticthoughts • Please maintain the aesthetics. #yqbaba #yqdidi #YourQuoteAndMine #collabwithme #yqaestheticthoughts

1 Love

2f286d04426f37c2231be1dc1852cf0e

Jyotshna Rani Sahoo

कायर थे वो जो शायर बन गए
इनकार से डर काग़ज़ की पल्लू में छुप गए
वो जो फूल मुरझा गया किसी को देने से पहले
उसे किताब पर रख उसके मकबरा बना दिए। OPEN FOR COLLAB✨ #ATflowerpic15
• A Challenge by Aesthetic Thoughts! ✨

Collab with your soulful words.✨ 

• Must use hashtag: #aestheticthoughts 

• Please maintain the aesthetics.

OPEN FOR COLLAB✨ #ATflowerpic15 • A Challenge by Aesthetic Thoughts! ✨ Collab with your soulful words.✨ • Must use hashtag: #aestheticthoughts • Please maintain the aesthetics. #yqbaba #yqdidi #YourQuoteAndMine #yqaestheticthoughts

1 Love

loader
Home
Explore
Events
Notification
Profile