Nojoto: Largest Storytelling Platform

ତୁମ ପ୍ରେମ ରଂଗର ଗାଢ଼ତା ଆଗରେ ଏ ଅମାନିଆ ବରଷା ବି ନିଃସହ

ତୁମ ପ୍ରେମ ରଂଗର ଗାଢ଼ତା ଆଗରେ 
ଏ ଅମାନିଆ ବରଷା ବି ନିଃସହାୟ ହୋଇଯାଏ | 
ତୁମ ପ୍ରେମ ଫଗୁଣରେ ଏମିତି ରଂଗେଇଦିଅ ଯେମିତି କଳାବାଦଲର ଇନ୍ଦ୍ରଧନୁ ବି ତୁମ ପ୍ରେମ ରଂଗ ଆଗେ ଫିକା ପଡ଼ିଯିବ | ❣️💃🏻

Happy ହୋଲି

©Rajguru
  #Holi #ପ୍ରେମରଂଗ #rajguru  Shubham Raj Tiwari arvindyadav_1717 अब्र The Imperfect Monis Khan pramodini mohapatra