ମିଠା ହସ ତଳେ ହୃଦୟ ଟା ଜଳେ, ମୁଣ୍ଡ ରେ ଦୁନିଆ ବୋଝ, ତଥାପି ତୁମର ମନ ରଖେ ଯିଏ, ତୁମେ ବି ତ ତାକୁ ବୁଝ ! ଦୁଇ ଆଙ୍ଗୁଳି ର ଫାଙ୍କ ରେ ହିଁ ରହେ, ଆର ହାତ ର ଆଙ୍ଗୁଳି; ବୁଝାମଣା ଯଦି ନ କରିବ ତେବେ କାହିଁକି ସାଥୀ ଟେ ଖୋଜ ? @suvam@ ©Saipada Brajamohan ବୁଝାମଣା #share #my #shayari #suvam #saipadabrajamohan #Love