Nojoto: Largest Storytelling Platform

White ମୋ ପ୍ରେମ ସାଗରରେ ତୁ ମୁକ୍ତା ଝରା ସାମୂକା ଟିଏ ତୋ

White ମୋ ପ୍ରେମ ସାଗରରେ
ତୁ ମୁକ୍ତା ଝରା ସାମୂକା ଟିଏ
ତୋ ଗୋଲାପି ଅଧରରେ
ମୁଁ ହସର ପାହାଡ଼ ଟିଏ
ମୋ ପ୍ରେମ ଆକାଶରେ
ତୁ ପୂଣ୍ଣିମା ମୁଁ ପୂର୍ଣ୍ଣଚନ୍ଦ୍ର
ତୁ ଯେବେ କରୁ ସ୍ମିତ ହାସ୍ୟ
ଏ ନିଆରା କଣ୍ଠଟି 
ଗାଇ ଉଠେ ସୁମଧୁର ରାଗିଣୀ ଟିଏ ।।

©℘ųཞŋą ƈɧąŋɖཞą ཞąŋą #love_shayari
White ମୋ ପ୍ରେମ ସାଗରରେ
ତୁ ମୁକ୍ତା ଝରା ସାମୂକା ଟିଏ
ତୋ ଗୋଲାପି ଅଧରରେ
ମୁଁ ହସର ପାହାଡ଼ ଟିଏ
ମୋ ପ୍ରେମ ଆକାଶରେ
ତୁ ପୂଣ୍ଣିମା ମୁଁ ପୂର୍ଣ୍ଣଚନ୍ଦ୍ର
ତୁ ଯେବେ କରୁ ସ୍ମିତ ହାସ୍ୟ
ଏ ନିଆରା କଣ୍ଠଟି 
ଗାଇ ଉଠେ ସୁମଧୁର ରାଗିଣୀ ଟିଏ ।।

©℘ųཞŋą ƈɧąŋɖཞą ཞąŋą #love_shayari