Nojoto: Largest Storytelling Platform

ଜୀବନ ନଉକା ଦରିଆ ମଝିରେ ଆଜି ବାହିବାକୁ ପାଉନି ଆଉ ବଳ ବହୁଛ

ଜୀବନ ନଉକା ଦରିଆ ମଝିରେ ଆଜି
ବାହିବାକୁ ପାଉନି ଆଉ ବଳ
ବହୁଛି ପବନ, ଆକାଶେ ଛାଇଚି କଳା ବାଦଲ

ତୁ ଏକା ସାହା, ମିଳୁନାହିଁ ମତେ ରାହା
ଚାଲିଛି ତଥାପି ନଉକା ବାହି
ହାତଧରି ପାରି କର, ମୁଁ ରହିଛି ଅନାଇ

ସହବି ଯେ ଆଉ କେତେ ମୁଁ ଯନ୍ତ୍ରଣା
ବହି ଚାଲିଛି, ମୋ ଗତିପଥ ମତେ ଅଜଣା
ହେ ବିଧାତା, କେବେ କରିବ ଆଉ ତୁମେ କରୁଣା ।

©Tafizul Sambalpuri #boat#odiya#life
ଜୀବନ ନଉକା ଦରିଆ ମଝିରେ ଆଜି
ବାହିବାକୁ ପାଉନି ଆଉ ବଳ
ବହୁଛି ପବନ, ଆକାଶେ ଛାଇଚି କଳା ବାଦଲ

ତୁ ଏକା ସାହା, ମିଳୁନାହିଁ ମତେ ରାହା
ଚାଲିଛି ତଥାପି ନଉକା ବାହି
ହାତଧରି ପାରି କର, ମୁଁ ରହିଛି ଅନାଇ

ସହବି ଯେ ଆଉ କେତେ ମୁଁ ଯନ୍ତ୍ରଣା
ବହି ଚାଲିଛି, ମୋ ଗତିପଥ ମତେ ଅଜଣା
ହେ ବିଧାତା, କେବେ କରିବ ଆଉ ତୁମେ କରୁଣା ।

©Tafizul Sambalpuri #boat#odiya#life