Nojoto: Largest Storytelling Platform

ସବୁ ବରଷ୍ ଆଏସୁ ଆମର୍ ଗାଁ କେ ଥରେ ବୁଲି "ଜୁଗାର୍" ଥି ତୁଇ

ସବୁ ବରଷ୍ ଆଏସୁ ଆମର୍ ଗାଁ କେ ଥରେ ବୁଲି
"ଜୁଗାର୍" ଥି ତୁଇଁ ଖୁସ୍ ହେସୁ ମାଁ, ନାଇଁ ମାଗୁ "ପଶୁ ବଳି"

"ଭାଇଚାରା" ଆର୍ "ଏକତା" ଭାବନା ଦେଇଛୁ ତୁଇଁ ଶିଖେଇ
"ଜାତି-ଧରମ୍" "ଛୁଆଁ-ଅଛୁଆଁ" ଭେଦ୍ ଭାବ ସବୁ ଭୁଲେଇ

ତୋର୍ ଦୁଆରୁ ନାଇଁ ଫିରି କେହି ଖାଲି ହାତେ ଆଏଜ୍ ତକ୍
ଛୁଆ ଠାନୁ କରି ବୁଢ଼ା ହେବାର୍ ଯାଏକ୍ "ତୋର୍ ନାଁ ଏକା ସତ୍"

ସାହା ହେଇଥିବୁ ମାଁ ଗୋ ତୁଇଁ କେଭେଁ ନାଇଁ ଯିବୁ କାହାକେ ଭୁଲି
"କଳସ୍" ବୁହାନୁ "ଜୁଗାର୍ ଯାତ୍ରା" ତକ୍ ଦୁଲକି ପଡସି ଗାଁର୍ ଖୁଲି

 ଧଏନ୍ ମାଁ ଗୋ ତୋର୍ ମହିମା-କରୁଣା "ଜୟ ମାଁ ଗୋ ତୁଇଁ କାଳୀ"
  ଧଏନ୍ ହେଇ ଯାଇଛେ ତତେ ପାଇକରି ଆମର୍ ଗାଁ "କୁଚିପାଲି" Jay Maa Kali #jugarjatra #kalimaa #kuchipali #nojoto

papu2910032466830

Papu

New Creator