ଆଜି କାଇଁ ସବୁ ଦିନ ପାଇଁ ଅଚିନ୍ତା ନିଦରେ ଶୋଇ ଯିବାକୁ ଇଚ୍ଛା ହଉଛି... ସବୁକିଛି ଛାଡ଼ି ଗୋଟେ ଅଫେରା ଦୁନିଆକୁ ଚାଲି ଯିବାକୁ ଇଚ୍ଛା ହଉଛି... ଭୁଲ ଠିକ୍ ର ଗଣିତ ରୁ ନିଜକୁ ମୁକୁଳେଇ ଛଅ ଖଣ୍ଡ କାଠରେ ନିଜକୁ ବାନ୍ଧି ଦବାକୁ ଇଚ୍ଛା ହଉଛି... ରଙ୍ଗବେରଙ୍ଗ ର ବାସ୍ତବତା କୁ ଭୁଲି ଖଣ୍ଡେ ଧଳା ଚାଦର ଘୋଡେଇ ହୋଇ ମାଟିରେ ମିଶି ଯିବାକୁ ଇଚ୍ଛା ହଉଛି... ହଁ ଆଜି କାଇଁ ନିଜ ଜୀବନଠୁ ନିଜକୁ ଦୂରେଇ ନବାକୁ ଭାରି ଇଚ୍ଛା ହଉଛି... ©Subrat Kanungo #Morningvibes