Nojoto: Largest Storytelling Platform

ପ୍ରେମ କେବେ ଦୁଃଖର କାରଣ ତ କେବେ ଦୁଃଖରେ ଶାତ୍ୱନା କେବେ

ପ୍ରେମ କେବେ ଦୁଃଖର କାରଣ ତ କେବେ  ଦୁଃଖରେ ଶାତ୍ୱନା କେବେ ସେ ଶାଶ୍ୱତ ପୁଣି ଅଶାନ୍ତ ପୁଣି  ସେ ଶାନ୍ତ ପ୍ରେମ ଗଭୀର ଗାଡ଼  ରେ  ଟିକେ ଜଳ ପରି 
ପ୍ରେମ ପ୍ରାପ୍ୟ ନୁହେଁ ପ୍ରେମ ଅମାପ ମରୁ ରେ ଜଳ ଧାର
ପ୍ରେମ ଏକ ସ୍ପର୍ଶତା ଏହା ଏକ ଭାବନା ପ୍ରେମ ଆକସ୍ମିକ ପ୍ରେମ ଭର୍ସନା  ପ୍ରେମ ଅକ୍ଷୁର୍ଣ୍ଣ ଚିର ବାସ୍ତବ 
ଏହାର ଅସ୍ତିତ୍ୱ ବୁଝିବା ଅସମ୍ଭବ ଅଥଚ ଏହାର ବାସ୍ତବତା କଣ ?
                   -Manasmita Padhiary #odia#story#shayari#dedicate u r lv