Nojoto: Largest Storytelling Platform
manasmitapadhiar8220
  • 15Stories
  • 42Followers
  • 105Love
    178Views

Manasmita Padhiary

try to get public love, and review ur life and heart story ,khanti odia jhia

  • Popular
  • Latest
  • Video
37915402a09cedc8f9b5a01fb1a37efe

Manasmita Padhiary

ଜୀବନ କେବେ ଫୁଟା ଡଙ୍ଗା ତ କେବେ ମାଲ୍ ବୋଝେଇ ଜାହାଜ
କେବେ ପକ୍ଷୀର ଶୂନ୍ୟ ଡେଣା ତ କେବେ ବୋଝ ବୁହା ଗଧ ଜୀବନ
କେବେ ଆକାଶ ରେ ନାଲି ମଳିନ ରଙ୍ଗ ତ କେବେ କଳା ବାଦଲ
କେବେ ଅଶାନ୍ତ ସମୁଦ୍ର ତ କେବେ ନିର୍ଜନ ମରୁଭୂମି 
କେବେ ରକ୍ତ ଭିଯା ଗୋଲାପ ତ କେବେ ଶୁଖିଲା ପତ୍ର
କେବେ ନିର୍ମୂଳି ଲତା ତ କେବେ ବୁଢା ବରଗଛ
ଏ ଜୀବନ ର ମାନେ ଖୋଜୁ ଖୋଜୁ କେବେ ସୁନ୍ଦର ଫୁଲ ବଗିଚା ପାଇହୁଏନା
ପୂର୍ଣ୍ଣ ଜୀବନ ର ସଂଜ୍ଞା  କେବେ ଖାଲି ତ କେବେ ଦରକାର ଠୁ ବି ଅଧିକା

©Manasmita Padhiary
  #my life# for fans# love u bad or good time

#my life# for fans# love u bad or good time #ଜୀବନ

37915402a09cedc8f9b5a01fb1a37efe

Manasmita Padhiary

U r the big 
expression
 in my cheek
my cute jaan😘 #opensky # u r cutipaie#tag ur ladly

#opensky # u r cutipaietag ur ladly

37915402a09cedc8f9b5a01fb1a37efe

Manasmita Padhiary

ଦିନ ରେ ଦେଖା ଯାଉଥିବା ସ୍ବପ୍ନ ମୂର୍ଖାମୀ ହେଇଥାଏ 

ରାତିରେ ଦେଖା ଯାଉଥିବା ସ୍ୱପ୍ନ ପ୍ରେମ ର ଆଭାସ ହୋଇଥାଏ
ଏକାନ୍ତ  ଚିନ୍ତନ ରେ ଦେଖା ଯାଉଥିବା ସ୍ବପ୍ନ ଭବିଷ୍ୟତ ହେଇଥାଏ 
 
     
                  -Manasmita Padhiary


              #thought#story#dedicate u r crush
37915402a09cedc8f9b5a01fb1a37efe

Manasmita Padhiary

ଯେତେବେଳେ ନିଜର କେହି ଦୁଃଖ ବୁଝେନି ବୁଝି ଅବୁଝା ହୁଏ  ସେତେବେଳେ ନିଜେ ଆଖିର ଲୁହ କୁ ଛାତିରେ ଲୁଚେଇ ନିରବ ରହିବା ହିଁ ଠିକ 
କାରଣ ଏ ସମୟ ବେଶି ଦିନ ନୁହେଁ ଆଉ ତମ ଦୁଃଖ #Nature story#love

#Nature storylove

37915402a09cedc8f9b5a01fb1a37efe

Manasmita Padhiary

ଯେବେ ଦୁନିଆ ଏକା କରିଦିଏ ସେତେବେଳେ ନିଜର କେବଳ ଲୁହ ଆଉ ନିଜର ହୃଦୟ

           -manasmita padhiary #alone #story
37915402a09cedc8f9b5a01fb1a37efe

Manasmita Padhiary

when u feel u r alone when u r mentally and heartly feel u r devided
u know u r hurt and  reson is ur love
ur  affection and ur care

                           -manasmita padhiary #love#story#sad#heart less
37915402a09cedc8f9b5a01fb1a37efe

Manasmita Padhiary

କଷ୍ଟ ତ ସେତେବେଳେ ହୁଏ ଯେବେ 
ନିଜର କେହି 
ଦୁଃଖ ବୁଝି ଅବୁଝା ହୁଏ
ଆଉ ଚୁପ ହେଇଯାଏ


     -  Manasmita padhiary #alone #eveing#orginal story#story
37915402a09cedc8f9b5a01fb1a37efe

Manasmita Padhiary

ପଥର ମୂର୍ତ୍ତି ପାଇଁ ଯେଉଁ ପ୍ରେମ ଶାଶ୍ୱତ ବାପା ମା ଙ୍କ ପାଇଁ ସେଇ ପ୍ରେମ ନିଜ ପିଲା ର ନଷ୍ଟ ଭବିଷ୍ୟତ ଆଶ୍ଚର୍ଯ୍ୟ ଏ କି ପ୍ରେମ ଆଉ କାହା ପ୍ରେମ ଠିକ ଭାବିବ କଷ୍ଟସାଧ୍ୟ ହଁ ଯେଉଁ ପ୍ରେମ ଚଳନ୍ତି ଭଗବାନଙ୍କ ପାଇଁ ଗ୍ରହଣ ନୁହଁ ସେ ପ୍ରେମ ପ୍ରେମ ନୁହଁ ଅଦିନିଆ ଝଡ
     
                        -Manasmita Padhiary #story#love lines #quotes
37915402a09cedc8f9b5a01fb1a37efe

Manasmita Padhiary

ପ୍ରେମ କେବେ ଦୁଃଖର କାରଣ ତ କେବେ  ଦୁଃଖରେ ଶାତ୍ୱନା କେବେ ସେ ଶାଶ୍ୱତ ପୁଣି ଅଶାନ୍ତ ପୁଣି  ସେ ଶାନ୍ତ ପ୍ରେମ ଗଭୀର ଗାଡ଼  ରେ  ଟିକେ ଜଳ ପରି 
ପ୍ରେମ ପ୍ରାପ୍ୟ ନୁହେଁ ପ୍ରେମ ଅମାପ ମରୁ ରେ ଜଳ ଧାର
ପ୍ରେମ ଏକ ସ୍ପର୍ଶତା ଏହା ଏକ ଭାବନା ପ୍ରେମ ଆକସ୍ମିକ ପ୍ରେମ ଭର୍ସନା  ପ୍ରେମ ଅକ୍ଷୁର୍ଣ୍ଣ ଚିର ବାସ୍ତବ 
ଏହାର ଅସ୍ତିତ୍ୱ ବୁଝିବା ଅସମ୍ଭବ ଅଥଚ ଏହାର ବାସ୍ତବତା କଣ ?
                   -Manasmita Padhiary #odia#story#shayari#dedicate u r lv
37915402a09cedc8f9b5a01fb1a37efe

Manasmita Padhiary

dear best friend
duniya chahe tumse alg karde mujhe magar tum nhi hona
iss duniya mai kisi ka wo dill nhi jo tere jaisa ho
pyara wala
mere dill ko samajh ne wala 
meri pyari bestiiiii😘😘😘
     
                                      Manasmita Padhiary #Success #bestii❣️❣️

#Success bestii❣️❣️

loader
Home
Explore
Events
Notification
Profile