Nojoto: Largest Storytelling Platform

ପ୍ରେମ ର ସାକ୍ଷୀ ମୋ ଆଖି ର ଇଶାରା ଯାଉନି ତୁମକୁ ଦେଖା, ପଥ

ପ୍ରେମ ର ସାକ୍ଷୀ ମୋ ଆଖି ର ଇଶାରା ଯାଉନି ତୁମକୁ ଦେଖା,
ପଥର ଜାଣିବି ଭଲ ମୁଁ ପାଇବି ନୁହେଁ ମୁଁ ଏମିତି ବୋକା;
ନିଶବ୍ଦ ଶବ୍ଦ ରେ ଭାବନା ଲେଖେ ମୁଁ ପଢ଼ିବ କେବେ ମୋ ଲେଖା,
"ଏକା ରହିଯିବ", ଡରାଅ  କାହାକୁ ? କେବେ ଠୁ ଅଛି ମୁଁ ଏକା ।
@suvam@ #alone #Nojoto #odia #nojotoodia #Odisha #kabita #odianojoto #kabita