Nojoto: Largest Storytelling Platform

ଦୁଃଖୀ ଲୋକର ଦୁଃଖ ଯାଏନି କି ସୁଖକୁ ଅପେକ୍ଷା କରି କରି ସୁଖ

ଦୁଃଖୀ ଲୋକର ଦୁଃଖ ଯାଏନି କି ସୁଖକୁ ଅପେକ୍ଷା କରି କରି ସୁଖ ଟିକକ ବି ମିଳେନି କିନ୍ତୁ ଏଠି ମଣିଷ କୁହେ ଦୁଃଖ କରିଥିଲେ ସୁଖ ଦିନେ ନିଶ୍ଚୟ କରିବ ତେବେ କୁହ ସୁଖ କେବେ ମିଳିବ ଏବେ ନା ମଶାଣିରେ

©Diptimayee Nayak
  #ସୁଖ #ଦୁଃଖ #ଜୀବନ #ମଶାଣି #viral #treanding #odianojoto #odiawritings #ମୋମନରକଥା

#ସୁଖ #ଦୁଃଖ #ଜୀବନ #ମଶାଣି #viral #treanding #odianojoto #odiawritings #ମୋମନରକଥା #ଚିନ୍ତାଧାରା

47 Views