#whatsup status ଆଜି ର ଏଇ କଥୋପକଥନ ରେ ମୁଁ କାହାକୁ ଇଙ୍ଗିତ କରୁ ନାହିଁ । ଯଦିଓ ଆପଣ ନିଜ ଦେହକୁ ନେଇ ଓଭର ଥିଙ୍କ କରିବେ ମୋର କିଛି ଭାସି ଯିବ ନାହିଁ ....... ଆଜି କାଲି celebrity ମାନଙ୍କ ପାଇଁ ଲୋକେ ନିଜ whatsup status ରେ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛନ୍ତି । Celebrity ମାନଙ୍କ ମଧ୍ୟରେ କାହାର ବିଭାଘର ହେଲେ ଅଥବା ଜନ୍ମ ଦିନ ହେଲେ ଆମ ସାଧାରଣ କିଛି ଜନତା ଙ୍କ ର whatsup status ଭର୍ତ୍ତି ହୋଇ ଯାଉଛି ଅଭିନନ୍ଦନ ର ଶବ୍ଦ ରେ ଏବଂ ଫୁଲ ତୋଡା ଇମୋଜି ରେ । ଭାଇ ଓ ଭଉଣୀ ମାନେ ମତେ ଟିକେ ଅବଗତ କରାଇବେ କି , ସତରେ କଣ celebrity ମାନେ ସେମାଙ୍କର whatsup status ଦେଖୁ ଛନ୍ତି ଏବଂ ତାଙ୍କୁ ଧନ୍ୟବାଦ ର ମାଲ୍ୟ ଅର୍ପଣ କରୁଛନ୍ତି ? - ସସ୍ମିତା ସିଂହ wordsfromtheheart #Cartoonbaba