ଚେଷ୍ଟାରୁ ଜୀବନ ଆରମ୍ଭ ତ କେବେ ବଞ୍ଚିବାକୁ କରୁ ଚେଷ୍ଟା, ପେଟ ପୋଷି ଟିକେ ଶାନ୍ତିରେ ଜୀଈଁବା ନିଷ୍ଠାରେ ବି ଥାଏ ଚେଷ୍ଟା, ବିନା ଚେଷ୍ଟାରେ କେ ସବୁକିଛି ପାଏ, ବିନା କର୍ମେ ଫଳ ମିଠା; ଆଉ କା ଜୀବନେ ଶେଷ ନିଃଶ୍ୱାସେ ବି ଆଶା ଥାଏ ଶେଷ ଚେଷ୍ଟା । @suvam@ #Last #Try #trying #Life #tryforfirsttime #work