Nojoto: Largest Storytelling Platform

ଚେଷ୍ଟାରୁ ଜୀବନ ଆରମ୍ଭ ତ କେବେ ବଞ୍ଚିବାକୁ କରୁ ଚେଷ୍ଟା, ପ

ଚେଷ୍ଟାରୁ ଜୀବନ ଆରମ୍ଭ ତ କେବେ ବଞ୍ଚିବାକୁ କରୁ ଚେଷ୍ଟା,
ପେଟ ପୋଷି ଟିକେ ଶାନ୍ତିରେ ଜୀଈଁବା ନିଷ୍ଠାରେ ବି ଥାଏ ଚେଷ୍ଟା, 
ବିନା ଚେଷ୍ଟାରେ କେ ସବୁକିଛି ପାଏ, ବିନା କର୍ମେ ଫଳ ମିଠା;
ଆଉ କା ଜୀବନେ ଶେଷ ନିଃଶ୍ୱାସେ ବି ଆଶା ଥାଏ ଶେଷ ଚେଷ୍ଟା ।
@suvam@ #Last #Try #trying #Life #tryforfirsttime  #work