Nojoto: Largest Storytelling Platform

ଯଦି ଏ ଦୁନିଆରେ ତମର ବୋଲି କିଛି ମାନେ ନାହିଁ ତେବେ କାହିଁକ

ଯଦି ଏ ଦୁନିଆରେ ତମର ବୋଲି କିଛି ମାନେ ନାହିଁ ତେବେ କାହିଁକି ଏତେ ଗର୍ବ ଅହଂକାର | ନିଜକୁ ଗୋଟେ ସାଧାରଣ ମଣିଷ ଭାବ ଆଉ ନିଜର କର୍ତ୍ତବ୍ୟ ଠିକ ସେ କରିଦେଖ ଏ ଦୁନିଆ ତମର ନ ହେଲେ କଣ ହେଲା | ଏ ଦୁନିଆରେ ଥିବା ଲୋକଗୁଡ଼ା ତମର ବୋଲି ଅନୁଭବ ହେବ | ଆଉ ଯାହାକୁ ନେଇ ତମେ ଗର୍ବ କରିବ |

©Diptimayee Nayak
  #Life #jibana #odiawritings #odianojoto #ମୋମନକଥା #ଏଦୁନିଆରେ #viral #treanding

Life #jibana #odiawritings #odianojoto #ମୋମନକଥା #ଏଦୁନିଆରେ #viral #treanding #ଜୀବନ

72 Views