Find the Best jibana Shayari, Status, Quotes from top creators only on Nojoto App. Also find trending photos & videos aboutthe passionate shepherd to his love poem analysis, the garden of love poem analysis, love turned to hatred poem analysis, love poem by pablo neruda analysis, love is not all poem analysis,
BINOदिनी
କେବେ ସେ ଆଶା, ଆକାଂକ୍ଷା, ପୁଣି ସେ କେବେ ଅନୁଭୂତି। କେବେ ସେ ବିହଙ୍ଗ, ଖଗ, ପୁଣି କେବେ ଜ୍ୱଳନ୍ତ ବିଭୂତି। କେବେ ସେ ସ୍ବପ୍ନ ରାଇଜ ର ଭିନ୍ନ ଭାଷା, ପୁଣି ସେ ହିଁ ପରା ସମ୍ପୂର୍ଣ୍ଣ ସଂସ୍କୃତି।। ସେ ଅଟେ ନାରୀ, କୁହନ୍ତି ସେ ନୁହେଁ କାହାରି। ପୁଣି ଆବଶ୍ୟକ ସ୍ଥଳେ , ସମ୍ପୂର୍ଣ୍ଣ ଜଗତ ର ସେ ହିଁ ଅଟେ ପ୍ରହରୀ।। ©BINOदिनी #jibana #Naari
BINOदिनी
ଆଶା ଏବଂ ନିରାଶା ର ଛକା ପଞ୍ଝା ମଧ୍ୟେ, ଜୀବନ ଯେପରି ଶୁଷ୍କ ସରିତା ଟିଏ। କର୍ମ ଏବଂ ଦାୟିତ୍ୱ ର ବୋଝ ମଧ୍ୟେ, ଯେପରି ପଥ ମଧ୍ୟ ଶୁଷ୍କ ତରୁ ଟିଏ।। ©BINOदिनी #jibana
BINOदिनी
ସ୍ୱଳ୍ପ ସମୟ ର ସେହି ଦୀପ ଶିଖା ଟିଏ, ଅଳ୍ପ ଆୟୁ ର ସେହି ମାଛି ଟିଏ। ବ୍ୟବଧାନ ବହୁତ କ୍ଷୀଣ ଥାଏ, କିନ୍ତୁ ପ୍ରେମ ର ପ୍ରତୀକ ଟିଏ ସାଜିଥାଏ।। କଥା ସମୟ କିମ୍ବା କାଳ ର ନଥାଏ, ଗାଥା କେବଳ ମୁହୂର୍ତ୍ତ ର ହୋଇଥାଏ।। ©BINOदिनी #jibana
Sandhya Rani Das
ସମ୍ମାନ ଯାହା ଥିଲେ ଜୀବନ ଥାଏ ସମ୍ମାନ ବିନା ଜୀବନର ମାନେ କିଛି ନ ଥାଏ ।। #yqbhaina #samaj #samman #jibana #YourQuoteAndMine Collaborating with suryakant barik
#Yqbhaina #samaj #samman #jibana #YourQuoteAndMine Collaborating with suryakant barik
read moreDiptimayee Nayak
ଯଦି ଏ ଦୁନିଆରେ ତମର ବୋଲି କିଛି ମାନେ ନାହିଁ ତେବେ କାହିଁକି ଏତେ ଗର୍ବ ଅହଂକାର | ନିଜକୁ ଗୋଟେ ସାଧାରଣ ମଣିଷ ଭାବ ଆଉ ନିଜର କର୍ତ୍ତବ୍ୟ ଠିକ ସେ କରିଦେଖ ଏ ଦୁନିଆ ତମର ନ ହେଲେ କଣ ହେଲା | ଏ ଦୁନିଆରେ ଥିବା ଲୋକଗୁଡ଼ା ତମର ବୋଲି ଅନୁଭବ ହେବ | ଆଉ ଯାହାକୁ ନେଇ ତମେ ଗର୍ବ କରିବ | ©Diptimayee Nayak #Life #jibana #odiawritings #odianojoto #ମୋମନକଥା #ଏଦୁନିଆରେ #viral #treanding
Life #jibana #odiawritings #odianojoto #ମୋମନକଥା #ଏଦୁନିଆରେ #viral #treanding
read moresmrity s k
JIBANA kebe dukha kebe sukha kebe puni pratarana. kebe sata kebe michha kebe luhara jharanaa sabu kichhi pare madhya jibana biswas ra ghara chinhi huenahi ethi kie nijara ki para... #Jibana #Odia_sayari #qoutes