Nojoto: Largest Storytelling Platform

ମୁଁ ଏବେ ବି ସେଠି (Read in caption)— % & ଜାଣେନି କିଏ

ମୁଁ ଏବେ ବି ସେଠି

(Read in caption)— % & ଜାଣେନି କିଏ କୁଆଡ଼େ ଧାଇଁ ଗଲେ
ମୋ ଆଗରେ ଭିଡ଼ ଖାଲି
ପଛରେ ଗୁମ ମାରି ବସିଛି ମୁଁ
ମୋ ପଛରେ ମୋ ଭଳି କେହିକେହି
ତଥାପି ପଛକୁ ମନ ଅନାଇ ନାହିଁ।

ସମୟ ଗୋଟେ ଏକଜିଦିଆ ପରସ୍ତ
ଯେତେ ଖୋଲେ
ମୁଁ ଏବେ ବି ସେଠି

(Read in caption)— % & ଜାଣେନି କିଏ କୁଆଡ଼େ ଧାଇଁ ଗଲେ
ମୋ ଆଗରେ ଭିଡ଼ ଖାଲି
ପଛରେ ଗୁମ ମାରି ବସିଛି ମୁଁ
ମୋ ପଛରେ ମୋ ଭଳି କେହିକେହି
ତଥାପି ପଛକୁ ମନ ଅନାଇ ନାହିଁ।

ସମୟ ଗୋଟେ ଏକଜିଦିଆ ପରସ୍ତ
ଯେତେ ଖୋଲେ