ଦୁନିଆରେ ଅତ୍ୟଧିକ ସିଧା ସାଧା ହୋଇ ବଛିବା ଠିକ୍ ନୁହେଁ କାହିଁକି ନା ମଣିଷ ସବୁବେଳେ ବଙ୍କା ଗଛ ଅପେକ୍ଷା ସିଧା ଗଛ କାଟିବାକୁ ପସନ୍ଦ କରେ !! ©Sangeeta Das