Nojoto: Largest Storytelling Platform
voiceanchorsange3277
  • 35Stories
  • 24Followers
  • 441Love
    1.3LacViews

Sangeeta Das

content writer voiceover cumdubbing Artist

  • Popular
  • Latest
  • Video
57bdeafeba8986fd9655c1bd04e4b7ed

Sangeeta Das

ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ,ଲୋକ ମାନଙ୍କ କଥାରୁ କଣ ମିଳିବ ??
ସେମାନେ ଗୋଟିଏ ମୁହୂର୍ତ୍ତରେ ପ୍ରଶଂସାରେ ପୋତି ଦେଉଥିବା ବେଳେ-
ଆଉ ଗୋଟିଏ ମୁହୂର୍ତ୍ତରେ ନିନ୍ଦାରେ ଭସେଇ ଦିଅନ୍ତି !!

©Sangeeta Das
57bdeafeba8986fd9655c1bd04e4b7ed

Sangeeta Das

ଯେଉଁ ସମ୍ପର୍କରେ ଆମର ମହତ୍ତ୍ୱ ନଥାଏ ,ସେ ସମ୍ପର୍କରୁ ଚୁପଚାପ ଓହରିଯିବା ଉଚିତ୍..

©Sangeeta Das
57bdeafeba8986fd9655c1bd04e4b7ed

Sangeeta Das

ଦୁନିଆରେ ଅତ୍ୟଧିକ ସିଧା ସାଧା ହୋଇ ବଛିବା ଠିକ୍ ନୁହେଁ କାହିଁକି ନା ମଣିଷ ସବୁବେଳେ ବଙ୍କା ଗଛ ଅପେକ୍ଷା ସିଧା ଗଛ କାଟିବାକୁ ପସନ୍ଦ କରେ !!

©Sangeeta Das
57bdeafeba8986fd9655c1bd04e4b7ed

Sangeeta Das

ଏ ସ୍ୱାର୍ଥୀ ଦୁନିଆଁରେ 
ବିନା ସ୍ୱାର୍ଥରେ କେହି କାହା ସହ  କଥା ପଦେ ବି ହୁଅନ୍ତିନି.

©Sangeeta Das
57bdeafeba8986fd9655c1bd04e4b7ed

Sangeeta Das

57bdeafeba8986fd9655c1bd04e4b7ed

Sangeeta Das

#sad_shayari
57bdeafeba8986fd9655c1bd04e4b7ed

Sangeeta Das

#Sadmusic
57bdeafeba8986fd9655c1bd04e4b7ed

Sangeeta Das

#IkPyaar
57bdeafeba8986fd9655c1bd04e4b7ed

Sangeeta Das

ଆଖିର ଲୁହ ଶବ୍ଦ କହିପାରେନି ସେଥିପାଇଁ ମନ କଥା କେହି ବୁଝିପାନ୍ତିନାହିଁ 👍👍
ଜୟ ଜଗନ୍ନାଥ 🙏
#Odisha #

©Voice anchor Sangeeta
  #BahuBali
57bdeafeba8986fd9655c1bd04e4b7ed

Sangeeta Das

#HappyStorytelling
loader
Home
Explore
Events
Notification
Profile