Nojoto: Largest Storytelling Platform

ଛିଡ଼ିପଡୁଅଛି କର୍ତ୍ତବ୍ୟ ପାହାଡ଼ ଓଜନିଆ ଲାଗେ ହସ ଖୋଜୁଥ

ଛିଡ଼ିପଡୁଅଛି କର୍ତ୍ତବ୍ୟ ପାହାଡ଼ 
ଓଜନିଆ ଲାଗେ ହସ 
ଖୋଜୁଥିଲି ଟିକେ ସୁଖର ପୀୟୂଷ
ଜୀବନଟା ଦେଲା ବିଷ

©A P Subhakanta
  #nightshayari #ଓଡ଼ିଆକବିତା #ଓଡ଼ିଆ

#nightshayari #ଓଡ଼ିଆକବିତା #ଓଡ଼ିଆ #ଶାୟାରି

267 Views