Nojoto: Largest Storytelling Platform
apsubhakanta1817
  • 14Stories
  • 25Followers
  • 172Love
    2.6KViews

A P Subhakanta

ଶୂନ୍ୟ ମୋ ଗନ୍ତବ୍ୟ ପଥେ ମିଛ ପଥିକଟେ ମୁଁ ଅତୀତର

apsubhakanta.in

  • Popular
  • Latest
  • Video
05fbd21450e6b9e38630d0e07ec26f13

A P Subhakanta

#love
05fbd21450e6b9e38630d0e07ec26f13

A P Subhakanta

#Love #ଓଡ଼ିଆ

Love #ଓଡ଼ିଆ #କବିତା

05fbd21450e6b9e38630d0e07ec26f13

A P Subhakanta

ରୁପେଶ ସାହୁଙ୍କ କବିତା #love❤️

ରୁପେଶ ସାହୁଙ୍କ କବିତା love❤️

05fbd21450e6b9e38630d0e07ec26f13

A P Subhakanta

#love #onesidedlove
05fbd21450e6b9e38630d0e07ec26f13

A P Subhakanta

#rain #love #monsoon
05fbd21450e6b9e38630d0e07ec26f13

A P Subhakanta

ତୁମ ଆଖି ଓଠ ଆଉ ମେଘ ବାରମାସୀ #Love #odiapoetry

ତୁମ ଆଖି ଓଠ ଆଉ ମେଘ ବାରମାସୀ Love #odiapoetry #କବିତା

05fbd21450e6b9e38630d0e07ec26f13

A P Subhakanta

ଅକ୍ଷୟ ମହାନ୍ତିଙ୍କ କବିତା "ମୁଁ ଜାଣେ" #ଓଡ଼ିଆକବିତା  #odiapoetry

ଅକ୍ଷୟ ମହାନ୍ତିଙ୍କ କବିତା "ମୁଁ ଜାଣେ" #ଓଡ଼ିଆକବିତା #odiapoetry

05fbd21450e6b9e38630d0e07ec26f13

A P Subhakanta

ସେଦିନ ନୀରବତା ବି ଥିଲା ଜରୁରୀ
ନଚେତ୍
କେଇପଦ କଥା ଚୁନା କରିଥାନ୍ତା
ବନ୍ଧୁତାର ସପନ ସବାରି ,
ସତରେ ମୁଁ ଥିଲି କେଡ଼େ ବୋକା
ପ୍ରତିଦିନ ବନ୍ଧୁତାକୁ ପ୍ରେମ ଭାବି
ପାଉଥିଲି ନିଜେ ଧୋକା ।

©A P Subhakanta
  #apart #love #onesidedlove
05fbd21450e6b9e38630d0e07ec26f13

A P Subhakanta

ତୁମେ ଯେଉଁ ବାଟେ ଚାଲିଯାଅ 
ସେ ବାଟ ମୋ ପାଇଁ ସ୍ବର୍ଗ ,
ତୁମେ ଛୁଇଁଥିବା ସବୁ ଜିନିଷରେ 
ମୁଁ ଦେଖେ ମୋ ଭାଗ୍ୟ । 

ମୋ ପାଇଁ ବରଂ ଭଲ 
ତୁମକୁ ମୁଁ ନିରୁପିତ ଦୁରତାରେ ଦେଖୁଥିବି ,
ତୁମକୁ ନହେଲା ନାହିଁ 
ତୁମେ ମୋର ପ୍ରିୟତମା ବୋଲି
ଅନ୍ତତଃ ନିଜକୁ ତ କହୁଥିବି ।

©A P Subhakanta
  #love #odiawritings #onesidedlove
05fbd21450e6b9e38630d0e07ec26f13

A P Subhakanta

ଭଲପାଏ ବୋଲି

ଭଲପାଏ ବୋଲି #କବିତା

loader
Home
Explore
Events
Notification
Profile