Nojoto: Largest Storytelling Platform

ତୁମ ବିନା ସାଥି ଏକା ଏକା ଲାଗେ, ପାଖକୁ ଆସିଲେ ସ୍ବର୍ଗ ଭଳି

ତୁମ ବିନା ସାଥି ଏକା ଏକା ଲାଗେ,
ପାଖକୁ ଆସିଲେ ସ୍ବର୍ଗ ଭଳି ଲାଗେ । 
ଦୂରେଇ ଗଲେ ପ୍ରାଣ ଯାଏ,
ଗାଳି ଦେଲେ ସୁଧା ଗଳାରେ ଲଗାଏ,
କାରଣ ମୁଁ ତୋତେ ଭଲପାଏ ।

©..bini..
  for my hubby ❤️

for my hubby ❤️ #କବିତା

27 Views