Nojoto: Largest Storytelling Platform

ତମେ ଖୋଜୁଥିଲ ନା ମତେ ହେଲେ ଆଖି ବନ୍ଦ କରିବାକୁ ଭୁଲିଗଲ! ମ

ତମେ ଖୋଜୁଥିଲ ନା ମତେ
ହେଲେ ଆଖି ବନ୍ଦ କରିବାକୁ ଭୁଲିଗଲ!
ମୁଁ ତମ ଭିତରେ ଅଛି
ଆତ୍ମବିଶ୍ବାସ ହେଇ
ଆଉ ତମେ ମତେ ଖୋଜୁଛ
ତୀର୍ଥରେ ମେଳାରେ ମନ୍ଦିରରେ
ନିଜ ନିଶ୍ବାସ କୁ ଟିକେ ଅନୁଭବ କଲନି!
ମୁଁ ବହୁଛି ତୁମ ଶ୍ୱାସ ନଳୀରେ
ବଞ୍ଚିବାର ଆଶା ହେଇ
ଅନୁଭବ କଲ କି ଟିକେ
ମତେ ହୃତପିଣ୍ଡ ର ଶବ୍ଦରେ!
ଜୀବନ ଥିଲା ଯାଏଁ
ମୁଁ ଆଶାର ସଞ୍ଚାର ସେ ସ୍ପନ୍ଦନରେ
ମୁଁ ତମ ଆତ୍ମାରେ ବିଦ୍ୟମାନ
ନିର୍ବାଣ ପ୍ରାପ୍ତିର ଲୋଭ ହେଇ
ମୃତ୍ୟୁ ପରେ ବି
ମୁଁ ଅଛି ଜୀବନ୍ତ ହେଇ। #yqodia#yqbhaina#ishwara#munodia#odiawriting#astha#odiakabita
ତମେ ଖୋଜୁଥିଲ ନା ମତେ
ହେଲେ ଆଖି ବନ୍ଦ କରିବାକୁ ଭୁଲିଗଲ!
ମୁଁ ତମ ଭିତରେ ଅଛି
ଆତ୍ମବିଶ୍ବାସ ହେଇ
ଆଉ ତମେ ମତେ ଖୋଜୁଛ
ତୀର୍ଥରେ ମେଳାରେ ମନ୍ଦିରରେ
ନିଜ ନିଶ୍ବାସ କୁ ଟିକେ ଅନୁଭବ କଲନି!
ମୁଁ ବହୁଛି ତୁମ ଶ୍ୱାସ ନଳୀରେ
ବଞ୍ଚିବାର ଆଶା ହେଇ
ଅନୁଭବ କଲ କି ଟିକେ
ମତେ ହୃତପିଣ୍ଡ ର ଶବ୍ଦରେ!
ଜୀବନ ଥିଲା ଯାଏଁ
ମୁଁ ଆଶାର ସଞ୍ଚାର ସେ ସ୍ପନ୍ଦନରେ
ମୁଁ ତମ ଆତ୍ମାରେ ବିଦ୍ୟମାନ
ନିର୍ବାଣ ପ୍ରାପ୍ତିର ଲୋଭ ହେଇ
ମୃତ୍ୟୁ ପରେ ବି
ମୁଁ ଅଛି ଜୀବନ୍ତ ହେଇ। #yqodia#yqbhaina#ishwara#munodia#odiawriting#astha#odiakabita