Nojoto: Largest Storytelling Platform

ସମୟ ତ ସର୍ବଦା ଅତିବାହିତ ହୁଏ ହେଲେ ଯେଉଁ ସମୟ ଭାବନାକୁ


ସମୟ ତ ସର୍ବଦା 
ଅତିବାହିତ ହୁଏ
ହେଲେ ଯେଉଁ ସମୟ 
ଭାବନାକୁ ଛୁଇଁ ବହେ
ସେହି ସମୟ ହିଁ
ଲୁହରେ ରୂପାନ୍ତରିତ ହୁଏ

©Tafizul Sambalpuri
  #ସମୟ

#ସମୟ #ଶାୟାରି

309 Views