Nojoto: Largest Storytelling Platform

Blue Moon A LOOK AT LIFE-148 BY-SMRUTI RANJAN MOHA

Blue Moon A LOOK AT LIFE-148
BY-SMRUTI RANJAN MOHANTY 

Let me lose
To enjoy my  victory  to the full
Let me endure 
To relish my moments of happiness for sure
Let me part 
To enjoy the beauty of reunion 
Let me work 
To find and  feel my leisure 
Let me remain awake
To enjoy my  
Let me remain in wants
To enjoy my affluence 
Let me go close to death
To feel the charm of life
Without darkness
Light has no meaning 
Without one the other is so incomplete 
I am not afraid of the other
I want both
To make my life full and complete.

Smruti Ranjan Mohanty©
16.3.2021

ଓଡ଼ିଆ ସଂସ୍କରଣ

ଜୀବନ ଏକ ଦୃଷ୍ଟିପାତ-148
ସ୍ମୃତି ରଞ୍ଜନ ମହାନ୍ତି 

ମୋତେ ହାରିବାକୁ ଦିଅ 
 ବିଜୟର ସ୍ୱାଦରେ ଉଲ୍ଲସିତ ହେବାକୁ 
 ମୋତେ ସହିବାକୁ ଦିଅ 
 ସୁଖର ମୂହୁର୍ତ୍ତମାନଙ୍କୁ ସାଉଁଟିବାକୁ 
 ମୋତେ ବିଛେଦରେ ରହିବାକୁ ଦିଅ 
 ମିଳନର ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିବାକୁ 
 ମୋତେ କାମରେ ହଜିବାକୁ ଦିଅ 
 ଅବକାଶରେ ଭିଜିବାକୁ 
 ମୋତେ ଜାଗ୍ରତ ରହିବାକୁ ଦିଅ 
 ଶୋଇ ଶୋଇ ସ୍ବପ୍ନ ଦେଖିବାକୁ 
 ମୋତେ ଅଭାବରେ ରହିବାକୁ ଦିଅ 
 ପ୍ରାଚୁର୍ଯ୍ୟରେ ଭାସିବାକୁ 
 ମୋତେ ମୃତ୍ୟୁ ପାଖକୁ ଯିବାକୁ ଦିଅ 
 ଜୀବନର ମଧୁ ପିଇବାକୁ 
 ଅନ୍ଧକାର ବିନା 
 ଆଲୋକର କୌଣସି ଅର୍ଥ ନାହିଁ 
ଦୁଃଖବିନା ସୁଖର ସଂଜ୍ଞା ନାଁହି 
 ଗୋଟିଏ ବିନା ଅନ୍ୟଟି ଅସମ୍ପୂର୍ଣ୍ଣ 
ମୁଁ କାହାକୁ ନେଇ ଭୟଭୀତ ନୁହେଁ 
 ମୁଁ ଉଭୟଙ୍କୁ ଭଲପାଏ 
 ଜୀବନକୁ  ପୂର୍ଣ୍ଣଭାବେ ଉପଭୋଗ କରିବାକୁ 

 ସ୍ମୁରୁ ରଂଜନ ମହାନ୍ତି ©

https://smrutiweb.wordpress.com/2021/03/27/a-look-at-life-148/

©Smruti Ranjan Mohanty
  #bluemoon A LOOK AT LIFE-148
BY-SMRUTI RANJAN MOHANTY 

Let me lose
To enjoy my  victory  to the full
Let me endure 
To relish my moments of happiness for sure
Let me part

#bluemoon A LOOK AT LIFE-148 BY-SMRUTI RANJAN MOHANTY Let me lose To enjoy my victory to the full Let me endure To relish my moments of happiness for sure Let me part #Poetry

81 Views