ଧୋକା ସେ ଦିଏ ଯେ ପ୍ରେମ ଆଉ ପରିସ୍ଥିତିର ଭିଡ଼ଭିତରେ ଫସିଯାଇ ନିଜର ଅସ୍ତିସ୍ତ୍ୱକୁ ହରେଇବସେ , ମହାଭାରତର ଅଭିମନ୍ୟୁ ପରି ଚକ୍ରବ୍ୟୁହକୁ ଭେଦ କରିନପାରି ଶେଷରେ ପରାଜିତ ସୈନିକଟି ପରି ନିଜ ପ୍ରେମକୁ ବଳିଦାନ ଦେଇଦିଏ ..... ପ୍ରେମର ଗଭୀରତାରୁ .....କ୍ରମଶଃ..✒ ©Rajguru #DhakeHuye #ରାଜଗୁରୁ #Love #Nojotodia Dhanraj Gamare