Nojoto: Largest Storytelling Platform

White ତମ ସ୍ମିତରେ ନୀଳସାଗରରେ ସୁନାର ତରଙ୍ଗ ନୀଳାକାଶରେ ସ

White ତମ ସ୍ମିତରେ
ନୀଳସାଗରରେ ସୁନାର ତରଙ୍ଗ
ନୀଳାକାଶରେ ସୂର୍ଯ୍ୟର ଵିଭା ।
ତମ ଚାଲିରେ
ପାହାଡରୁ  ଝରଣାର ନର୍ତ୍ତନ,
ତମ ବାଣୀରେ
ପ୍ରେମର ସଙ୍ଗୀତ, କୋକିଳର କୂଜନ,
ତମେ ଗାଇଲେ
ଧରାରେ ଧ୍ଵନିତ ହୁଏ  ପବିତ୍ର 'ଓଁକାର'
ମତେ ଚାହିଁଲେ କଵିତାଟେ ହୁଏ,
ଜୀବନର ଅତୁଳନୀୟ ଆଭା

SOMETHING I LOOK AT-129
BY-SMRUTI RANJAN MOHANTY

             HAPPINESS UNDEFINED

When you smile 
It is golden dimple in the blue sea 
The rising sun in the azure sky
When you walk
It is beauty and grace on the move 
A dancing rivulet on the mountain terrain 
When you speak
It is lyric of love, voice of the cuckoo 
The primordial sound, melody unmatched 
When you sing 
It is the symphony of earth 
The divine 'Ong'
When you look at me
It is poetry, life at its fulfilling best 
With which nothing can compare
When you are with me
It is divine romance
Happiness undefined 
When you are in me
It is bliss infinite
Heaven on earth
When I am you and you are me
It is cosmic consciousness unfolded
Where nothing remains but 'I,' the big void 

Smruti Ranjan Mohanty

©Smruti Ranjan Mohanty
  #love_shayari ତମ ସ୍ମିତରେ
ନୀଳସାଗରରେ ସୁନାର ତରଙ୍ଗ
ନୀଳାକାଶରେ ସୂର୍ଯ୍ୟର ଵିଭା ।
ତମ ଚାଲିରେ
ପାହାଡରୁ  ଝରଣାର ନର୍ତ୍ତନ,
ତମ ବାଣୀରେ
ପ୍ରେମର ସଙ୍ଗୀତ, କୋକିଳର କୂଜନ,
ତମେ ଗାଇଲେ

#love_shayari ତମ ସ୍ମିତରେ ନୀଳସାଗରରେ ସୁନାର ତରଙ୍ଗ ନୀଳାକାଶରେ ସୂର୍ଯ୍ୟର ଵିଭା । ତମ ଚାଲିରେ ପାହାଡରୁ ଝରଣାର ନର୍ତ୍ତନ, ତମ ବାଣୀରେ ପ୍ରେମର ସଙ୍ଗୀତ, କୋକିଳର କୂଜନ, ତମେ ଗାଇଲେ #Poetry

126 Views