Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୬

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୬୬)

(ବିବେକ ର ବର୍ବରତା ପାଇଁ ତାର ପତନ ର ଆରମ୍ଭ ସହିତ ଅତି ଲଜ୍ଜିତ ଭାବରେ ଘରୁ ନିର୍ବାସନ ଏବଂ ଗେହ୍ଲେଇ ମାମାଲି ର ଘର ବାହୁଡ଼ା,ଏକ ପ୍ରେମମୟ ଦୃଶ୍ୟ ର ଅବଲୋକନ ,ଏକ ଅଦ୍ଭୁତ ଅନୁଭୂତି ଏକ ଐତିହାସିକ ପ୍ରେମ ଆଉ ପ୍ରୀତି)

କ୍ରମଶଃ......... ବିଜୁଳି ବେଗରେ ଧାଇଁଥିଲେ ତିନି ଜଣ, ବିବେକ ପିଛା କରିବା ଆଗରୁ ସେମାନେ ତା ଆଖି ସାମ୍ନାରୁ ଖୁବ୍ ଦୂରେଇ ଗଲେ, ଦୂରତା କୁ ଭେଦି କେବଳ ଏକ ବାଷ୍ପାଛନ୍ନ ଗାଡ଼ି ଟିଏ ଦିଶିଲା  ତାକୁ। ପାଗଳ ପ୍ରାୟ ହେଇ ଖୋଜିବାକୁ ଲାଗିଲା ,ସେସବୁ କିଏ ଆଉ ଭାନୁ କିଏ ଥିଲା? ନିଶ୍ଚୟ ଏସବୁ ଯୋଗେଶ ର ଷଡ଼ଯନ୍ତ୍ର।ମୋ ବିଷୟରେ କିଛି ସୂଚନା ପାଇ ମତେ ହରେଇବାର ପ୍ରୟାସ,ହେଲେ ମୁଁ ବି ବିବେକ କାହାକୁ ଛାଡ଼ିବି ନାହିଁ , ଏ ତୁଚ୍ଛ ଖେଳାଳି ସବୁ ବିବେକ କୁ ହରେଇବେ,ତା ସାମ୍ରାଜ୍ୟ ର ଗୋଟେ ଇଟା ବି ଖସେଇ ପାରିବେ ନାହିଁ। ତାତ୍ସଲ୍ୟ ପୂର୍ଣ୍ଣ ହସ ତା ମୁହଁରେ କିନ୍ତୁ ହାରିବାର ଭୟ,ସେହି ଭୟର କିଛି ସ୍ୱେଦ ବିନ୍ଦୁ ର ସମଷ୍ଟି ସରଳ ରେଖା ଅଙ୍କନ କରିଥିଲେ ତା ମସ୍ତକରେ।

ଏବେ ବିଜୟର କୁଆଁ ତାରା ତାଙ୍କ ବିଶ୍ଵାସର ଗଗନ ରେ ଇପ୍ସିତ ଦୃଶ୍ୟମାନ ହେବାକୁ ଲାଗୁଥାଏ। ମନରେ ତଥାପି ଭୟ,,କଣ ସବୁଥର ଭଳି,,,,,,,,

ନା ଯୋଗେଶ ଏଥର ନୁହଁ,ଯଦି ଏଥର ଆମେ ହାରିଲା ସେ ଈଶ୍ୱର ତାର ଅସ୍ତିତ୍ଵ ହରେଇଦେବ।

ପୋଲିସ ଗାଡ଼ିର ଭିଡ଼,ରମାକାନ୍ତ ଯୋଶୀ ଘରର ବାହାରେ। ସାରା ମିଡ଼ିଆ ଙ୍କ ଜମାଟ।ସବୁ ବିଦ୍ରୋହ ଯୁବଶକ୍ତି ବି ସେଠାରେ।ଏବେ ଆଉ ଉପାୟ ନାହିଁ ମୁହଁ ଲୁଚେଇବାରେ। ପ୍ରୀତି ର ଆକୁଳ ନିବେଦନ,ମୋ ସ୍ବାମୀ ଦେବତା, ନିର୍ଦ୍ଦୋଷ ମୁଁ କହୁଛି ତାଙ୍କ ଧର୍ମ ପତ୍ନୀ,ସେ ଗଙ୍ଗା ଭଳି ପବିତ୍ର। ବିଚ୍ ବାଜାର ରେ ନିଲାମ ହେଉଥାଏ ତାଙ୍କ ଇଜ୍ଜତ ଯାହା କି କେବଳ ଲୋକ ଦେଖାଣିଆ ଥିଲା,ଏବେ ଆଉ ସେଟା ବି ନିଷ୍ପ୍ରଭ ହୋଇଉଠିଛି।