Nojoto: Largest Storytelling Platform

କୁହୁଡ଼ିର ଆୟୁଷ ଭଳି ତା ସ୍ୱପ୍ନର ଆୟୁଷ ଥିଲା ଉଡ଼େଇ ନେଲା

କୁହୁଡ଼ିର ଆୟୁଷ ଭଳି
ତା ସ୍ୱପ୍ନର ଆୟୁଷ ଥିଲା
ଉଡ଼େଇ ନେଲା
ଦଲକାଏ ନିରାଶା ର ପବନ
ଯେଉଁ ଚାଳ ଘରେ
ଆଶ୍ରା ନେଇଥିଲା ତା ସପନ
ଏବେ କହୁଛି ପକ୍କା ଘର ତୋଳିବ
ଭାଙ୍ଗିଯାଇଥିବା ଦମ୍ଭରୁ
ମାଙ୍କଡ଼ା ପଥର ଗୋଟେଇ
ନିହ ଦେବ
ପବନ ହସୁଛି ତା ଉପରେ
କହୁଛି ପୁଣି ଆସିବି,
ଆଉ ସେ କହୁଛି
ଘର ଉଡ଼େଇ ଦବୁ ତ?
ହଉ ଆ ଦେଖିବା
ହେଲେ ମୋର ଦମ୍ଭ ଉଡ଼େଇବା ପାଇଁ
ତୋର ଆଉ ଦମ୍ଭ ନାହିଁ Collab କରନ୍ତୁ ଏହି ମନଛୁଆଁ ପଦରେ ଏବଂ ଲେଖନ୍ତୁ କିଛି ସୁନ୍ଦର କବିତା, ଲଘୁକଥା କିମ୍ବା ଏକପଦୀ।

#କୁହୁଡ଼ିରଆୟୁଷ #yqbhaina #yqodia #munodia #collab  #YourQuoteAndMine
Collaborating with YourQuote Bhaina