Nojoto: Largest Storytelling Platform

ନ ଥିଲା କେବେ ମାଆ ଯେ ଆମର ଏତେ ଦୁର୍ନୀତି କୁରୀତିର ଶିକାର

ନ ଥିଲା କେବେ ମାଆ ଯେ ଆମର
ଏତେ ଦୁର୍ନୀତି କୁରୀତିର  ଶିକାର
କାନ୍ଦୁଛି ଏବେ ସେ ବୁକୁ ଫଟାଇ
ନିଜ ସନ୍ତାନ ହସୁଛି ବଇରୀ ହୋଇ
ଲୁହ ତ ତାର ଅଭିଶାପ ନୁହଇ
ଧୋଇଦଉଛି ପାପ ଗଙ୍ଗାଜଳ ହେଇ  #YourQuoteAndMine
Collaborating with SD Yajna
ନ ଥିଲା କେବେ ମାଆ ଯେ ଆମର
ଏତେ ଦୁର୍ନୀତି କୁରୀତିର  ଶିକାର
କାନ୍ଦୁଛି ଏବେ ସେ ବୁକୁ ଫଟାଇ
ନିଜ ସନ୍ତାନ ହସୁଛି ବଇରୀ ହୋଇ
ଲୁହ ତ ତାର ଅଭିଶାପ ନୁହଇ
ଧୋଇଦଉଛି ପାପ ଗଙ୍ଗାଜଳ ହେଇ  #YourQuoteAndMine
Collaborating with SD Yajna