Nojoto: Largest Storytelling Platform

White ଅମା ଅନ୍ଧକାରରେ ଖୋଜୁଛି ମୁଁ ଆଲୋକର ଦ୍ଵାର ଆଶା ଆଶ

White ଅମା ଅନ୍ଧକାରରେ ଖୋଜୁଛି ମୁଁ ଆଲୋକର ଦ୍ଵାର 
ଆଶା ଆଶୀର୍ବାଦ ହିଁ ଭରସା ମୋହର
ପଥ ଯେ ଲମ୍ବିଛି ଲକ୍ଷ୍ୟ ଯେ କେତେ ଦୂର
ଏଠି ସେଠି ସବୁଠି କେବଳ ଅଙ୍ଗାର ଅଙ୍ଗାର

©Tafizul Sambalpuri #ଓଡ଼ିଆକବିତା
White ଅମା ଅନ୍ଧକାରରେ ଖୋଜୁଛି ମୁଁ ଆଲୋକର ଦ୍ଵାର 
ଆଶା ଆଶୀର୍ବାଦ ହିଁ ଭରସା ମୋହର
ପଥ ଯେ ଲମ୍ବିଛି ଲକ୍ଷ୍ୟ ଯେ କେତେ ଦୂର
ଏଠି ସେଠି ସବୁଠି କେବଳ ଅଙ୍ଗାର ଅଙ୍ଗାର

©Tafizul Sambalpuri #ଓଡ଼ିଆକବିତା