Nojoto: Largest Storytelling Platform

# ଜାଣେନା କା ହିଁକି ବିରହକୁ ମୋ ର ତୁ | English Poetry

ଜାଣେନା କା ହିଁକି ବିରହକୁ ମୋ ର
ତୁମ ସେ ସ୍ମୃତିଟା ନିତି ଚୁମେ ….
************
ନିରିଜନେ କେ ତେ ପ୍ରଣୟର ଫୁଲ
ଫୁଟି ପୁଣି ଝରିଗଲା ପରେ
କା ହିଁକି କେ ଜା ଣି ତୁମ ପା ଇଁ ମନ
ବିଜନ ବେଳାରେ ନିତି ଝୁରେ ,
କହିବି ପା ରୁନି ଆପଣା ର ବୋ ଲି

ଜାଣେନା କା ହିଁକି ବିରହକୁ ମୋ ର ତୁମ ସେ ସ୍ମୃତିଟା ନିତି ଚୁମେ …. ************ ନିରିଜନେ କେ ତେ ପ୍ରଣୟର ଫୁଲ ଫୁଟି ପୁଣି ଝରିଗଲା ପରେ କା ହିଁକି କେ ଜା ଣି ତୁମ ପା ଇଁ ମନ ବିଜନ ବେଳାରେ ନିତି ଝୁରେ , କହିବି ପା ରୁନି ଆପଣା ର ବୋ ଲି #Poetry #Belabhumi

5,672 Views