Nojoto: Largest Storytelling Platform

THE JOURNEY-5 Amidst many How lonely man is? He

THE JOURNEY-5 

Amidst many
How lonely man is?
He is neither in his smiles and tears
Nor in his  love and betrayal 
He is in himself in the arrogant 'I'
That blankets his heart  and mind 
To put an end to his loneliness 
They come crowding 
Build a series of relationships, some of blood, some of dreams and aspirations 
Some of friendship, some of jealousy, hatred and bitterness 
Neither he loses himself in the expansion and contraction
Nor in the love and tears of others
After casting a spell of happiness and sorrow
They leave one by one and go in their own way

What remains is that 'I', that lonely man
And his lone walk.

ଯାତ୍ରା-5

ସମସ୍ତଙ୍କ ଭିତରେ ଥାଇବି ମଣିଷ କେତେ ଏକୁଟିଆ 
ନା ସିଏ ଥାଏ ତା ହସରେ ନା ତା କାନ୍ଦରେ
ନା ତା ପ୍ରେମରେ ନା ତା ପ୍ରତାରଣାର
ସିଏ ଥାଏ ନିଜ ଭିତରେ ମୁଁ ଟିଏ ହୋଈ
ତା ରିକ୍ତତାକୁ ସିକ୍ତ  କରିବାକୁ
ସେମାନେ ଆସନ୍ତି ଦଳ ଦଳ ହେଇ
ସମ୍ପର୍କର ସେତୁ ବାନ୍ଧନ୍ତି, କିଛି ରକ୍ତର, କିଛି ସ୍ୱପ୍ନ ଆଉ ଆଙ୍କାକ୍ଷାର
କିଛି ପ୍ରେମ ଆଉ ବନ୍ଧୁତ୍ୱର, କିଛି ଈର୍ଷା, ଘୃଣା ଆଉ ତିକ୍ତତାର  
ନା ମଣିଷ  ବିସ୍ତାର ଆଉ ସଂକୋଚନରେ ଅସ୍ତିତ୍ବ ହରାଏ  
ନା କାହା ହସ କାନ୍ଦରେ ନିଜକୁ ହଜେଇ ପାରେ
ହସି ହସାଈ କାନ୍ଦି କନ୍ଦାଇ ସମସ୍ତେ  ଚାଲି  ଯାଅନ୍ତି  
ଯିଏ ଯାହା ବାଟରେ

ରହିଯାଏ ଖାଲି 'ମୁଁ', ସେଇ ଏକୁଟିଆ ମଣିଷ
ଆଉ ତାର ଏକାକୀ ଯାତ୍ରା 

ସ୍ମୃତି ରଞ୍ଜନ ମହାନ୍

©Smruti Ranjan Mohanty
  #traintrack THE JOURNEY-5 

Amidst many
How lonely man is?
He is neither in his smiles and tears
Nor in his  love and betrayal 
He is in himself in the arrogant 'I'
That blankets his heart  and mind

#traintrack THE JOURNEY-5 Amidst many How lonely man is? He is neither in his smiles and tears Nor in his love and betrayal He is in himself in the arrogant 'I' That blankets his heart and mind #Poetry

99 Views