Nojoto: Largest Storytelling Platform

Gyanaranjan ଙ୍କ ପ୍ରଶ୍ନ , ଭଗବାନ ଙ୍କ ଏ ସୁନ୍ଦର୍ ସୃଷ୍ଟ

Gyanaranjan ଙ୍କ ପ୍ରଶ୍ନ ,
ଭଗବାନ ଙ୍କ ଏ ସୁନ୍ଦର୍ ସୃଷ୍ଟି ରେ ସବୁଠାରୁ ସୁନ୍ଦର୍ କଣ??

ପଥର ଯେଉଁଠି ଶାଳଗ୍ରାମ ହୁଏ
ଫୁଲଟା ମଉଳି ଯାଏ,
ପଳାଶ ଦେହରେ ଗାଢ଼ ନିଆଁ ଲାଗେ
ଗୋଲାପେ କଣ୍ଟକ ଥାଏ।
ପ୍ରକୃତି, ପୁରୁଷ, ନାରୀ ଓ ଆକାଶ
କେହି ବି ତ ସ୍ଥିର ନୁହେଁ,
କେମିତି କହିବି ଈଶ୍ୱର ସୃଷ୍ଟିରେ
ସବୁଠୁ ସୁନ୍ଦର କିଏ? Gyanaranjan ଙ୍କ ପ୍ରଶ୍ନର ଉତ୍ତର ଟିଏ,
#ଗୋଦାବରୀ #ସମସ୍ୟାସମାଧାନ #ରଜମଉଜ୨ #yqbhaina #yqodia

jsjyoti4097

JS Jyoti

New Creator