ଜୀବନ ଯମୁନା ବହେ ଉଜାଣି କେବେ ଉଠାଣି ତ ପୁଣି କେବେ ଗଡ଼ାଣି ଉଚ୍ଛୁଳା ନଈରେ କୁଟା ଖିଅଟିକୁ କରି ଆସରା ଜୀବନ ନାଆ ମୋ ଦୋହଲୁଚି ପାଇ ପବନ ଉତ୍ତରା !! ©Rajguru #Lifeboat #ଜୀବନନାଆ #Rajguru #Memories #Nojotoodia